ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ଲୋକଙ୍କୁ ଭାବପ୍ରବଣ କରିଦିଏ। ସେହିଭଳି ଇନ୍ଷ୍ଟାଗ୍ରାମ୍ରେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ମହିଳା ତାଙ୍କ କୁକୁରକୁ କୁନି ପିଲା ପରି ପାଳନ କୁଥିବା ଦେଖିବାକୁ ମିଳୁଛି। କୁକୁରଟି ନ ଖାଇବାରୁ ମହିଳା ଜଣକ କହୁଛନ୍ତି। ତୁ ଖାଇଦେ ଆମେ ବାହାରକୁ ବୁଲିବାକୁ ଯିବା। ଦେଖିଲେ ଯେପରି ଲାଗିବ କି କୁକୁର ବାହାରକୁ ଯିବାକୁ ଚାହୁଁଛି ଏବଂ ମହିଳା ଜଣଙ୍କ ତାଙ୍କୁ ବୁଝାଇବାକୁ ଏପରି କହୁଛନ୍ତି। ଭିଡିଓକୁ ଜୟମିଶ୍ର ୫ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରାଯାଇଛି। ଭିଡିଓଟି ଭାଇରାଲ ହେବାରେ ଲାଗିଛି।
View this post on Instagram