Categories: ଜାତୀୟ

୧୦ ଆସନ ହାତେଇଲା ଟିଏମସି

କୋଲକାତା,୧୧।୭: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ତ୍ରୁଣ ମୂଳ କଂଗ୍ରେସ ୧୦ଟି ଆସନରେ ବିଜୟୀ ହୋଇଛି। ଏବେ ପର୍ଯ୍ୟନ୍ତ ମିଳିଥିବା ଖବର ଅନୁଯାୟୀ ଦଳ ୬୦୧ ଆସନରେ ଆଗରେ ରହିଛି। ଭାରତୀୟ ଜନତା ପାର୍ଟି(ଭାଜପା) ୧୩୦ ଆସନରେ ଆଗରେ ରହିଛି। ସେହିପରି ସିପିଆଇ ୪ ଆସରେ ଆଗରେ ରହିଛି। ସିପିଆଇ(ଏମ) ୧୩୧ ଆସନରେ ଆଗରେ ଚାଲିଛି। କଂଗ୍ରେସ ୧୮, ଅନ୍ୟ ୨୬ ଓ ନିର୍ଦ୍ଦଳୀୟ ବା ସ୍ବାଧୀନ ପ୍ରାର୍ଥୀ ୬୯ଟି ଆସନରେ ଆଗରେ ରହିଛନ୍ତି।

Share