Categories: ଜାତୀୟ

ଆମେ ପ୍ରକୃତିଠାରୁ ବଡ଼ ନୁହେଁ, ଏହାର ଏକ ଅଂଶ ମାତ୍ର, ଏହାର ସୁରକ୍ଷା ଜରୁରୀ…

ନୂଆଦିଲ୍ଲୀ,୧।୭ : କେନ୍ଦ୍ର ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ ଯାବଦ କହିଛନ୍ତି, ଆମେ ଆମେ ପ୍ରକୃତିଠାରୁ ବଡ଼ ନୁହେଁ, ଏହାର ଏକ ଅଂଶ ମାତ୍ର, ତେଣୁ ଏହାର ସୁରକ୍ଷା ଜରୁରୀ। ଭାରତ ୨୦୨୨ରେ ପ୍ରାଣୀଙ୍କର ୬୬୪ ନୂଆ ପ୍ରଜାତିର ଚିହ୍ନଟ କରିଥିଲେ।

ଭାରତୀୟ ପ୍ରାଣୀ ସଂରକ୍ଷଣର ୧୦୮ ତମ ସ୍ଥାପନା ଦିବସ ଅବସରରେ ସେ କହିଛନ୍ତି ଗତ ୧୦ ବର୍ଷ ମଧ୍ୟରେ ଆମେ ବହୁ ଗବେଷଣା କରିଛୁ। ଜୈବ ବିବିଧତା କ୍ଷେତ୍ରରେ ଭାରତ ଉଲ୍ଲେଖନୀୟ କାର୍ଯ୍ୟ କରୁଛି। ୨୦୨୨ ମସିହାରେ ୩୩୯ ବନସ୍ପତି ଚିହ୍ନଟ କରାଯାଇଥିଲା।

Share