‘ଶତ୍ରୁଙ୍କ ସହ ମୁକାବିଲା ପାଇଁ ଶକ୍ତିଶାଳୀ ଅସ୍ତ୍ର ପ୍ରସ୍ତୁତ କରୁଛୁ’

ମସ୍କୋ,୧୧ା୧୨: ରୁଷିଆର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରୀ ମେଡିଭେଡଭ ରବିବାର କହିଛନ୍ତି, ୟୁରୋପ, ଆମେରିକା ଏବଂ ଅଷ୍ଟ୍ରେଲିଆ ପରି ଶତ୍ରୁମାନଙ୍କଠାରୁ ନିଜକୁ ରକ୍ଷା କରିବା ପାଇଁ ଦେଶ ଦ୍ରୁତ ଗତିରେ ନୂତନ ପିଢ଼ିର ଅସ୍ତ୍ର ଉତ୍ପାଦନ କରୁଛି। ସେ କହିଛନ୍ତି, ଆମେ ନୂତନ ନୀତି ଆଧାରରେ ବିନାଶର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ଉତ୍ପାଦନ କରୁଛୁ। ତେବେ ସେ ଅସ୍ତ୍ରଶସ୍ତ୍ର ବିଷୟରେ ଅଧିକ ସୂଚନା ଦେଇ ନାହାନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଆମର ଶତ୍ରୁମାନେ କେବଳ କିଭ୍‌ରେ ସୀମିତ ନୁହେଁ। ମେଡିଭେଡଭ ବର୍ତ୍ତମାନ ରୁଷିଆର ସୁରକ୍ଷା ପରିଷଦର ଡେପୁଟି ମୁଖ୍ୟ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକାଶରେ ରହସ୍ୟମୟ ଆଲୋକ ସ୍ତମ୍ଭ: କିପରି ହୁଏ ସୃଷ୍ଟି…

ଓଟ୍ଟାଓ୍ବା,୨୮ା୧୧: କାନାଡାର କେନ୍ଦ୍ରୀୟ ଆଲବର୍ଟା ଜନସାଧାରଣ ନିକଟରେ ରାତି ଆକାଶରେ ଶହ ଶହ ଆଲୋକ ସ୍ତମ୍ଭ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ରହସ୍ୟମୟ ଉଜ୍ଜ୍ୱଳ ଆଲୋକ...

ଚିନ୍ମୟ ଦାସଙ୍କ ଗିରଫକୁ ନେଇ ଗର୍ଜିଲେ ଶେଖ ହସିନା

ନୂଆଦିଲ୍ଲୀ/ଢାକା,୨୮।୧୧: ବହିଷ୍କୃତ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶଦ୍ରୋହ ଅଭିଯୋଗରେ ହିନ୍ଦୁ ଭିକ୍ଷୁ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀକୁ ତୀବ୍ର ନିନ୍ଦା କରିବା ସହ ତାଙ୍କୁ...

ନିଜ ବନ୍ଧୁ ଉପରେ ଭରସା କରି ପାରୁନାହିଁ ଚାଇନା!

ବେଜିଂ,୨୮।୧୧: ପାକିସ୍ତାନ ଏବଂ ଚାଇନା ମଧ୍ୟରେ ବନ୍ଧୁତା ଭଲ ବୋଲି ବିବେଚନା କରାଯାଏ। ତେବେ ନିକଟ ଅତୀତରେ ଏଭଳି ଘଟଣା ଘଟିଛି ଯେଉଁଥିପାଇଁ ଚାଇନା ଆଉ...

ଥରିଲା ଆଫଗାନିସ୍ତାନ, ଜମ୍ମୁ-କଶ୍ମୀରରେ ଦେଖାଗଲା ଏହାର ପ୍ରଭାବ

ଶ୍ରୀନଗର/କାବୁଲ,୨୮।୧୧: ଗୁରୁବାର (୨୮ ନଭେମ୍ବର) ଅପରାହ୍ନରେ ଜମ୍ମୁ କଶ୍ମୀରର କିଛି ଅଞ୍ଚଳରେ ସାମାନ୍ୟ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି କହିଛି ଯେ...

ଇସ୍ରାଏଲ୍‌-ଲେବାନନ୍‌ ଯୁଦ୍ଧବିରତି:ଶାନ୍ତି ଫେରାଇ ଆଣିବା ପାଇଁ ଆହ୍ବାନ

ତେଲ୍‌ଆଭିଭ/ବେରୁଟ୍‌,୨୮ା୧୧ ହେଜ୍‌ବୋଲ୍ଲା ବିରୋଧରେ ଅନେକ ମାସର ଯୁଦ୍ଧ ପରେ ମଧ୍ୟପ୍ରାଚ୍ୟକୁ ଶାନ୍ତି ଫେରାଇ ଆଣିବା ପାଇଁ ସାରା ବିଶ୍ୱରୁ ଆହ୍ବାନ ଦିଆଯିବାରୁ ଲେବାନନ୍‌ରେ ଇସ୍ରାଏଲ୍‌ ପକ୍ଷରୁ...

ପ୍ରତି ୨୧ ଘଣ୍ଟାରେ ଗ୍ରହର ନୂଆ ବର୍ଷ

ବ୍ରିସ୍‌ବେନ୍‌, ୨୮।୧୧:ଜ୍ୟୋତିର୍ବିଜ୍ଞାନୀମାନେ ଆମ ସୌର ଜଗତ ବାହାରେ ଏକ ବିରଳ ଗ୍ରହର ଆବିଷ୍କାର କରିଛନ୍ତି, ଯାହାର ଗୋଟିଏ ବର୍ଷ ମାତ୍ର ୨୧ ଘଣ୍ଟାରେ ଶେଷ ହୋଇଥାଏ।...

ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତିଙ୍କ ପରଲୋକ: ଏତିକି ବର୍ଷ ବୟସରେ ନେଲେ ଶେଷ ବିଦାୟ

ଲଣ୍ଡନ,୨୭ା୧୧: ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତି ଜନ୍‌ ଆଲ୍‌ଫ୍ରେଡ୍‌ ଟିନିସ୍‌ଉଡ୍‌ଙ୍କର ୧୧୨ ବର୍ଷରେ ପରଲୋକ ହୋଇଯାଇଛି। ଇଂଲଣ୍ଡର ସାଉଥପୋର୍ଟ କେୟାର ହୋମ୍‌ରେ ସୋମବାର ତାଙ୍କର ଦେହାନ୍ତ...

ମହାକାଶରେ ୧୦୦ତମ ମହିଳା

ଓ୍ବାଶିଂଟନ୍‌, ୨୭ା୧୧:ଏମ୍‌ଆଇଟି ଇଞ୍ଜିନିୟର ଏବଂ ଟିଭି ଉପସ୍ଥାପିକାରୁ ମହାକାଶ ଯାତ୍ରା କରିବାରେ ୧୦୦ତମ ମହିଳା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ଏମିଲି କାଲାଣ୍ଡ୍ରେଲି। ଜେଫ୍‌ ବେଜୋସ୍‌ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri