ଅନ୍ତର୍ଜାତୀୟ ଆଇନ ଯେଉଁଠି ଅନୁମତି ଦେବ ସେଠି ଉଡ଼ାଣ କରିବୁ: ରୁଷିଆକୁ ଆମେରିକାର ଜବାବ…

ଓ୍ବାଶିଂଟନ,୧୬।୩ : ଆମେରିକାର ସାମରିକ ଅନୁସନ୍ଧାନ ଡ୍ରୋନର ରୁଷିଆର ଯୁଦ୍ଧ ବିମାନ ସହିତ ଧକ୍କା ହେବା ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଏହି ପ୍ରସଙ୍ଗରେ ରୁଷିଆର ପ୍ରତିରକ୍ଷା ମନ୍ତ୍ରୀ ଏବଂ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଏକ ଫୋନ ବାର୍ତ୍ତାଳାପ ମଧ୍ୟ ହୋଇଥିଲା। ବାର୍ତ୍ତାଳାପରେ ରୁଷିଆ ଆମେରିକା ବିରୋଧରେ ଗୁପ୍ତଚରୀ କରିଥିବା ଅଭିଯୋଗ କରିଛି।

ଆଲୋଚନା ପରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଓଲିଉଡ ଅଷ୍ଟିନ ଏହା ମଧ୍ୟ କହିଛନ୍ତି ଯେ ଯେଉଁଠି ଅନ୍ତର୍ଜାତୀୟ ଆଇନ ଅନୁମତି ଦେବ ଆମେ ସେଠାରେ ଆମେରିକୀୟ ବିମାନ ଉଡ଼ାଇବୁ। ଆମେରିକା ମଧ୍ୟ ରୁଷିଆକୁ ସତର୍କତାର ସହ ବିମାନ ଉଡ଼ାଣ କରିବାକୁ ଚେତାବନୀ ଦେଇଛି।

ଏହାର ବିମାନକୁ ସୁରକ୍ଷିତ ଏବଂ ସଠିକ ଭାବରେ ପରିଚାଳନା କରିବା ରୁଷିଆ ଉପରେ ନିର୍ଭର କରେ। ଡ୍ରୋନ ଛାଡିବାର ଘଟଣାକୁ ରୁଷିଆର ଅବହେଳା ଏବଂ ଭୁଲ ମନୋଭାବ ବୋଲି ଆମେରିକା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେଡଲାଇନ୍‌ ଶେଷ, ଏବେ ପାକିସ୍ତାନ ଉପରେ ହେବ ଡାଇରେକ୍ଟ ଆଟାକ୍‌!

ନୂଆଦିଲ୍ଲୀ, ୨୭।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ସରକାର ପାକିସ୍ତାନୀ ନାଗରିକଙ୍କ ପାଇଁ କିଛି...

ଧମକ ଦେଇ ଥରିଲେ ବିଲୱାଲ, ରାତି ଅଧରେ ପାକିସ୍ତାନ ଛାଡି କାନାଡା ପଳାଇଲେ…

ଇସଲାମବାଦ,୨୭।୪: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ କରି ପାକିସ୍ତାନ ବିରୁଦ୍ଧରେ ଅନେକ ବଡ଼ ପଦକ୍ଷେପ ନେଇ କାର୍ଯ୍ୟାନୁଷ୍ଠାନ...

ଓଡ଼ିଶା ଛାଡିବେ ପାକିସ୍ତାନୀ ନାଗରିକ: ଯେଉଁମାନେ ଛାଡିବେନି ଭାରତ, ସେମାନଙ୍କ ସହ କ’ଣ କରିବେ ଭାରତ ସରକାର?

ନୂଆଦିଲ୍ଲୀ,୨୭।୪: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ହୋଇଥିବା ବିଭତ୍ସ ହତ୍ୟାରେ ସାରା ଦେଶ ସ୍ତମ୍ଭୀଭୂତ ହୋଇଯାଇଛି। କାରଣ ହତ୍ୟା ସାଧାରଣ ନାଗରିକ ଯେଉଁମାନେ ପର୍ଯ୍ୟଟକଭାବେ...

ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା: ପଡ଼ିପାରେ କୁଆପଥର

ଭୁବନେଶ୍ୱର,୨୭ା୪: ରାଜ୍ୟର ବଦଳିବ ପାଗ। ମେ’ ୧ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ସୂଚନା ଜାରି କରିଛି...

ବର୍ଡରରୁ ମିଳିଲା ପାକିସ୍ତାନର ଖୁଫିଆ ବଙ୍କର୍‌, ଭିତରକଥା ଜାଣିଲେ…

ଇସଲାମବାଦ,୨୭।୪: ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶରେ ସତର୍କତା ଜାରି କରାଯାଇଛି। ବିଶେଷକରି ଜମ୍ମୁ-କଶ୍ମୀର ସୀମା ସଂଲଗ୍ନ ଅଞ୍ଚଳଗୁଡ଼ିକରେ ବ୍ୟାପକ ସୁରକ୍ଷା...

ଜଳପ୍ରପାତରେ ବୁଡ଼ି ଚାଲିଗଲା ୨ ଯୁବକଙ୍କ ଜୀବନ

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଚନ୍ଦନଗିରି ନିକଟ ପାଟହରା ଜଳପ୍ରପାତରେ ବୁଡ଼ି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ସଠିକ୍‌ କାରଣ...

ମୋଦିଙ୍କ ପ୍ଲାନ ଶୁଣି ବିଳିବିଳଉଛି ପାକିସ୍ତାନ, ସେପଟେ ହଜେଇ ଦେଲାଣି ୩୨ଟି ପରମାଣୁ ବୋମା

ଇସଲାମବାଦ,୨୭।୪: ଭାରତ ପାଇଁ ୧୩୦ଟି ପରମାଣୁ ବୋମା ଅଛି। କିଛି ଏମିତି କହି ଧମକ ଦେଇଛନ୍ତି ପାକିସ୍ତାନର ଜଣେ ମନ୍ତ୍ରୀ। ତେବେ ଜାଣି ତାଜୁବ ହେବେ...

ପହଲଗାମ ଆକ୍ରମଣକୁ ନେଇ ଭବିଷ୍ୟବାଣୀ କରିଦେଇଥିଲେ ବାବା ଭେଙ୍ଗା, ଏବେ ଭାରତ-ପାକିସ୍ତାନ ଯୁଦ୍ଧ ଉପରେ କହିଲେ ବଡ଼କଥା

Baba Vanga Prediction ପହଲଗାମ ଆକ୍ରମଣ ପରେ ଦେଶ ଏବଂ ବିଶ୍ୱରେ ଆତଙ୍କର ବାତାବରଣ ରହିଛି। ଘାଟିରେ ପାକିସ୍ତାନୀ ଆତଙ୍କବାଦୀମାନେ ଯେଉଁ ମୃତ୍ୟୁର ତାଣ୍ଡବ କରିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image