Posted inଜାତୀୟ

ଆମେ ଆସିଲେ ହଟାଇ ଦେବୁ ଇଭିଏମ: ଅଖିଳେଶ

ନୂଆଦିଲ୍ଲୀ,୨।୭: ମଙ୍ଗଳବାର ଲୋକ ସଭାରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ବିରୋଧୀ ଦଳର ନେତୃତ୍ୱ ନେଉଥିବାବେଳେ ନରେନ୍ଦ୍ର ମୋଦି ସରକାର ଉପରେ ଖୁବ ବର୍ଷିଛନ୍ତି। ଏହି ସମୟରେ ସେ ଇଭିଏମ ବିଷୟରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ ଏବଂ କହିଥିଲେ ଯେ ଇଲେକ୍ଟ୍ରୋନିକ ଭୋଟିଂ ମେଶିନ ବା ଇଭିଏମ ସଂପୂର୍ଣ୍ଣ ନ ହଟିବା ପର୍ଯ୍ୟନ୍ତ ତାଙ୍କର ସଂଗ୍ରାମ ଜାରି ରହିବ ଏବଂ ଯଦି ସେ କ୍ଷମତାକୁ ଆସନ୍ତି ତେବେ ସେ ଇଭିଏମ ହଟାଇ ଦେବେ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ଲୋକ ସଭାରେ ଆଲୋଚନା ବେଳେ ଅଖିଳେଶ ଯାଦବ ମଙ୍ଗଳବାର ଏହା କହିଛନ୍ତି। ଏହି ସମୟରେ ସେ କହିଛନ୍ତି, ‘ଗତକାଲି ମଧ୍ୟ ଇଭିଏମ ଉପରେ କୌଣସି ବିଶ୍ୱାସ ନଥିଲା ଏବଂ ଆଜି ବି ବିଶ୍ୱାସ ନାହିଁ। ଯଦିଓ ମୁଁ ୮୦ ଟି ସିଟ ମଧ୍ୟରୁ ୮୦ଟି ଜିତିବି, ଇଭିଏମ ଉପରେ କୌଣସି ବିଶ୍ୱାସ ନାହିଁ । ଇଭିଏମ ପ୍ରସଙ୍ଗ ମରିନାହିଁ । ଯେତେବେଳେ ଆମେ ଆସିବୁ, ଆମେ ଇଭିଏମ ଉଠାଇ ଦେବୁ।


Enter your email to get our daily news in your inbox.

All Right Reserved By Dharitri.Com

ରୋହିତ ଶର୍ମାଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ…

ନୂଆଦିଲ୍ଲୀ,୪ା୭: ଭାରତୀୟ କ୍ରିକେଟ୍‌ ଦଳ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟି-୨୦ ବିଶ୍ୱକପ୍‌ ଟାଇଟଲ ଜିତିଛି। ଟିମ୍‌ ଇଣ୍ଡିଆ ଗୁରୁବାର ବାର୍ବାଡୋସ୍‌ରୁ ଘରକୁ ଫେରିଛି।...

ମୋଦି-ରାହୁଲଙ୍କ ପରେ ପ୍ରଥମ ଥର ଏମପି ହୋଇଥିବା ଏହି ବ୍ୟକ୍ତିଙ୍କ ଭାଷଣରେ ଦିଓ୍ବାନା ହେଲେ ଜନତା, କାଟିଲେ ସବୁ ରେକର୍ଡ

ନୂଆଦିଲ୍ଲୀ,୪।୭: ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ଅର୍ପଣ ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଅନ୍ୟ ହେଭିଓ୍ବେଟ ନେତାଙ୍କ ବକ୍ତବ୍ୟ ମଧ୍ୟ ଭାଇରାଲ ହୋଇଛି। ତେବେ ସବୁଠାରୁ...

ହାଥରସ୍‌ ଯିବେ ରାହୁଲ ଗାନ୍ଧୀ:ଦଳାଚକଟାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ଭେଟିବେ

ନୂଆଦିଲ୍ଲୀ,୪।୭: ଲୋକ ସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶର ହାଥରସ ଗସ୍ତ କରିବେ। ସେ ଏଠାରେ ଭୋଲେ ବାବାଙ୍କ ସତସଙ୍ଗରେ ଘଟିଥିବା...

ବିଶ୍ୱକପ୍‌ ଟ୍ରଫି ଧରିଲେ ପ୍ରଧାନମନ୍ତ୍ରୀ ମୋଦି: ଖୁସିରେ ଗଦ୍‌ଗଦ୍‌ ହୋଇ ଖେଳାଳିଙ୍କ ସହ କଲେ ଆଲୋଚନା,ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୪।୭: ଭାରତୀୟ କ୍ରିକେଟ ଦଳ ଟି-୨୦ ବିଶ୍ୱକପ ୨୦୨୪ ଟ୍ରଫି ଜିତିବା ପରେ ଶେଷରେ ଘରକୁ ଫେରିଛି। ବାର୍ବାଡୋସରୁ ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଯୋଗେ...

ଟିମ୍ ଇଣ୍ଡିଆ ପାଇଁ ହଇରାଣ ହେଲେ ସାଧାରଣ ଲୋକେ; ରିପୋର୍ଟ ମାଗିଲା ଡିଜିସିଏ

ନୂଆଦିଲ୍ଲୀ,୪।୭: ଟି୨୦ ବିଶ୍ୱକପ ଜିତିବା ପରେ ବାରବାଡୋସରେ ବାତ୍ୟା ଆସିବା କରଣରୁ ଭାରତୀୟ ଟିମ୍ ସେଠାରେ ତିନିଦିନ ପାଇଁ ଫସି ରହିଥିଲେ। ଏୟାର ଇଣ୍ଡିଆର ଏକ...

ହଠାତ୍‌ ରାହୁଲ ଗାନ୍ଧୀଙ୍କ ବାସଭବନ ବାହାରେ ସୁରକ୍ଷା ବଢ଼ାଇଲା ଦିଲ୍ଲୀ ପୋଲିସ, କି ବିପଦ ପଡ଼ିଲା?

ନୂଆଦିଲ୍ଲୀ,୪।୭: ଦିଲ୍ଲୀ ପୋଲିସ ପକ୍ଷରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବାସଭବନ ବାହାରେ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି। ବିରୋଧୀ ଦଳର ଏହି ନେତାଙ୍କ ଆବାସ ବାହାରେ...

ନବୀନ ବଢାଇବେ ଭାଜପାର ଟେନଶନ, ରାଜ୍ୟ ସଭାରେ ହେବ ଅଡୁଆ

ନୂଆଦିଲ୍ଲୀ,୪।୭: ଯଦିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ଦେଶରେ କ୍ଷମତା ହାସଲ କରିଛନ୍ତି, କିନ୍ତୁ ୨୦୨୪ର ନିର୍ବାଚନ ଫଳାଫଳ ସଂସଦର ଚିତ୍ର...

ଏହିଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ, କ୍ୟାବିନେଟରେ ସାମିଲ ହୋଇପାରନ୍ତି ନୂଆ ଚେହେରା

ଝାଡଖଣ୍ଡ,୪।୭: ପୁଣି ମଇଦାନକୁ ଫେରିଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ଏହାପରେ ଆସନ୍ତା ଜୁଲାଇ ୭ରେ ସେ ଶପଥ ଗ୍ରହଣ କରିବେ। ଝାଡଖଣ୍ଡ ମୁକ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri