Categories: ଜାତୀୟ

ଡାଇମଣ୍ଡ ହାର୍ବର ଭୋଟିଂ ସେଣ୍ଟର ସାମ୍ନାରେ ଫୁଟିଲା ବୋମା, ପ୍ରଥମ ପର୍ଯ୍ୟାୟ ଗଣତିରେ ସବୁଠି ଟିଏମସି ଆଗରେ

କୋଲକାତା,୧୧।୭: ପଶ୍ଚିମବଙ୍ଗରେ ହୋଇଥିବା ପଞ୍ଚାୟତ ନିର୍ବାଚନର କାଉଣ୍ଟିଂ ମଙ୍ଗଳବାର ସକାଳୁ ଆରମ୍ଭ ହୋଇଛି। ଏବେ ଏହା ଜାରି ରହିଥିବା ବେଳେ ଡାଇମଣ୍ଡ ହାର୍ବରରେ ଫକିରଚନ୍ଦ କଲେଜ ସାମ୍ନାରେ ବୋମା ପଡିଥିବା ଖବର ମିଳିଛି। ଏବେ ସେଠାରେ କାଉଣ୍ଟିଂ ଜାରି ରହିଛି।
ଏପଟେ ଏବେ ପର୍ଯ୍ୟନ୍ତ ଆସିଥିବା ପରିଣାମରେ ଅଧିକାଂଶ ଆସନରେ ତ୍ରୁଣ ମୂଳ କଂଗ୍ରେସ(ଟିଏମସି) ଆଗରେ ରହିଛି। ଗ୍ରାମ ପଞ୍ଚାୟତ, ପଶ୍ଚିମବଙ୍ଗ ପଞ୍ଚାୟତ ସମିତି, ଜିଲା ପରିଷଦ ସବୁଥିରେ ଟିଏମସି ଆଗରେ ଚାଲୁଛି।

Share