ମାଛ-ମାଂସ ନ ଖାଇ ସୁସ୍ଥ ରହିବାକୁ ଚାହୁଛନ୍ତି କି? ଆପଣାନ୍ତୁ ଏହି ଖାଦ୍ୟ…

ଦିନକୁ ଦିନ ଲୋକଙ୍କର ଓଜନ ବଢିବାରେ ଲାଗିଛି। ଏଥିପାଇଁ ଅନେକ ଲୋକ ମେଦବହୁଳତାର ଶୀକାର ହେଉଛନ୍ତି। ଏହି କାରଣରୁ ବହୁ ଲୋକ ଶାକାହାରୀ ଖାଦ୍ୟ ପ୍ରତି ଆକର୍ଷିତ ହେଉଛନ୍ତି । କିନ୍ତୁ ଯଦି ମାଂସ, ମାଛ ଏବଂ ଅଣ୍ଡା ଭଳି ଖାଦ୍ୟ ଖାଇବା ବନ୍ଦ କରି ଦିଅନ୍ତି, ତେବେ ଶରୀରକୁ ପ୍ରୋଟିନ କେଉଁଠୁ ମିଳିବ ବୋଲି ଅନେକେ ଚିନ୍ତା କରନ୍ତି । ତେବେ କିନ୍ତୁ ଶାକାହାରୀ ଖାଦ୍ୟରେ ଏପରି କିଛି ପୋଷକ ତତ୍ତ୍ୱ ରହିଛି ଯାହା ଆମିଷ ଭଳି ଶରୀରକୁ ପ୍ରଚୁର ପରିମାଣରେ ପ୍ରୋଟିନ ଯୋଗାଇଥାଏ।

ଡାଲି: ଡାଲିରେ ବହୁ ପରିମାଣର ପୋଷକ ତତ୍ତ୍ବ ରହିଛି। ପ୍ରତି କପ ପିଛା ଡାଲିରେ ରହିଛି ୧୮ ଗ୍ରାମର ପ୍ରୋଟିନ । ତେଣୁ ଏହା ନିରାମିଷାଂସିମାନେ ଗ୍ରହଣ କରିପାରିବେ

ସୋୟାବିନ:ଯାହା ଏହାକୁ ନିୟମିତ ଖାଇବା ଦ୍ୱାରା ଶରୀରରେ ପ୍ରୋଟିନର ଅଭାବ ରହିବହିନି ।