Posted inVideo

What did Himansh say on his break-up with Neha । ନେହାଙ୍କ ସହ ବ୍ରେକଅପକୁ ନେଇ କ’ଣ କହିଲେ ହିମାଂଶ

Featured Video Play Icon

In this episode of Cine Jhalak, we will see what Himansh Kohli said on his break up with Neha Kakkar. Keeping pace with time, how easy it is for Anushka to say good bye, which actress is making her debut in KGF 2, a sequel of blockbuster KGF, why Ishaan and Janhvi had a breakup, and in the last segment we will let you know how easy it is for directors to cast Amitabh Bachchan in their films .

ସିନେ ଝଲକର ଏହି ଏପିସୋଡରେ ଆମେ ଦେଖିବା ବଲିଉଡ୍ ସିଙ୍ଗର ନେହା କକ୍କରଙ୍କ ସହ ବ୍ରେକଅପକୁ ନେଇ କଣ କହିଲେ ହିମାଂଶ କୋହଲି। ସମୟ ସହ ତାଳଦେଇ ଗୁଡ୍ ବାୟ କହିବା ଅନୁଷ୍କାଙ୍କ ଲାଗି କେତେ ସହଜ ହୋଇଥାଏ, ବ୍ଲକବ୍ଲଷ୍ଟର ଫିଲ୍ମ କେଜିଏଫର ସିକ୍ୟୁଏଲ କେଜିଏଫ୨ରେ କେଉଁ ଅଭିନେତ୍ରୀ କରିବେ ଏଣ୍ଟ୍ରୀ, ଇଶାନ ଓ ଜାହ୍ନବୀଙ୍କର କାହିଁକି ହେଲା ବ୍ରେକଅପ୍। ଶେଷରେ ଦେଖିବା ବିଗ୍ ବି ଅମିତାଭ ବଚ୍ଚନଙ୍କୁ ଫିଲ୍ମରେ ନେବା ନିର୍ଦ୍ଦେଶକଙ୍କ ଲାଗି କେତେ ସହଜ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ଖାଲି ପେଟରେ କାହିଁକି ଖାଆନ୍ତି ଗ୍ୟାସ ବଟିକା?

ଅଧିକ ଖାଇ ଦେଲେ ଗ୍ୟାସ ହୁଏ , କିଛି ନ ଖାଇଲେ ବି ଗ୍ୟାସ ହୁଏ କାହିଁକି ? ଶୁଣନ୍ତୁ ଏନେଇ କଣ କହୁଛନ୍ତି ଡାକ୍ତର।

Featured Video Play Icon

ଟଙ୍କା କଟିବ କିନ୍ତୁ ATMରୁ ବହାରିବନି ଟଙ୍କା !

ଆପଣଙ୍କ ଆକାଉଣ୍ଟରେ ଯେତେ ଟଙ୍କା ଥିଲେ ବି ଏଟିଏମରୁ ବାହାରିବ ନାହିଁ ଟଙ୍କା। ଗୋଟିଏ ଥର ବିଫଳ ହେଇ ଆଉ ଥରେ ଚେଷ୍ଟା କଲେ ଟଙ୍କା...

Featured Video Play Icon

ଗଡ଼ର ରକ୍ଷାକର୍ତ୍ତୀ ବୋଲି ଗଡ଼ଚଣ୍ଡି

କଟକର ଆରାଧ୍ୟା ଦେବୀ ହେଉଛନ୍ତି ମା କଟକ ଚଣ୍ଡୀ ଠିକ୍ ଏହାର କିଛି ଦୂର ରେ ଅବସ୍ଥିତ ବାରବାଟି ଦୁର୍ଗ ଏବଂ ଏହାରି ଭିତରେ ମାଆ...

Featured Video Play Icon

ଚକଖଡିରେ ମତଦାନ ପାଇଁ ନିବେଦନ

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଏକକାଳୀନ ଲୋକସଭା ଓ ବିଧାନସଭା ପାଇଁ ମେ ୨୦ ରେ ମତଦାନ ହେବ। ନିର୍ବାଚନର ଏହି ମହାପର୍ବରେ ସାମିଲ ହେବା...

Featured Video Play Icon

ମୁଖ୍ୟମନ୍ତ୍ରୀ ନିଜ ପାଇଁ କିଛି କରି ନାହାଁନ୍ତି ଆମ ପାଇଁ ସବୁ କରିଛନ୍ତି

ଭୁବନେଶ୍ୱର,୧୬ା୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଏକ ବିଶାଳ ରୋଡ୍‌ ଶୋ’ କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ବିଭିନ୍ନ ସ୍ଥାନରେ ଉପସ୍ଥିତ ଜନତା ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri