ଅନେକ ସମୟରେ ପାଖରେ ସୁନ୍ଦର ପୁଅକୁ ଦେଖିଲେ ଝିଅମାନେ ଅନେକ କିଛି ଭାବିଥାନ୍ତି। ତେବେ ସେମାନେ କ’ଣ ଭାବିଥାନ୍ତି ଏହା ସମସ୍ତଙ୍କ ଜାଣିବାକୁ ଇଚ୍ଛା ଥାଏ। କେବଳ ପୁଅମାନେ ଆଗେ କଥା ହୁଅନ୍ତି ତାହା ନୁହେଁ, ବଂର ଝିଅମାନେ ବହୁତ କିଛି ଭାବିଥାନ୍ତି। ଆସନ୍ତୁ ଜାଣିବା ସେ ସମ୍ପର୍କରେ..
ଯେମିତିକି ପୁଅଙ୍କୁ ଦେଖିଲେ ଅନେକ ଝିଅ ଭାବନ୍ତି:
– ‘କେତେ ସୁନ୍ଦର ଓ ଷ୍ଟାଇଲିଷ୍ଟ, ଏହାକୁ କମ୍ ଚାହିଁବାକୁ ପଡ଼ିବ ନ ହେଲେ ଭାଉ ଖାଇବ।’
– ‘ଇଏ ଏତେ ସୁନ୍ଦର ଆର ବହୁତ ଗାର୍ଲ ଫ୍ରେଣ୍ଡ ଥିବେ। ତେବେ ଏହାର ଗାର୍ଲଫ୍ରେଣ୍ଡ କେମିତି ହୋଇଥିବ। କିଏ ଜାଣିଲା ଥିବ କିମ୍ବା ନ ଥିବ।’
– ‘ପିଲାଟାକୁ ଦେଖିଲେ ଧନୀ ଭଳି ଲାଗୁଛି, ଇଏ ବ୍ୟାଚଲର୍ ଥିବ କି ନାହିଁ।’
– ‘ଏମିତି କ’ଣ କରିବି ଯେଉଁଥିରେ ସେ ମୋ ସହିତ କଥା ହେବ।’
– ‘କାହିଁକି , ମୁଁ କାହିଁକି ଆଗ କଥା ହେବି, ମୁଁ କ’ଣ କମ୍ ସ୍ମାର୍ଟ ନା କ’ଣ।’