Categories: Video

ବଜେଟରେ କ’ଣ ଶସ୍ତା କ’ଣ ମହଙ୍ଗା

୨୦୨୩-୨୪ ଆର୍ଥିକ ବର୍ଷର ସାଧାରଣ ବଜେଟ ସଂସଦରେ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆୟକର ସୀମାରେ ପରିବର୍ତନ ନେଇ ଘୋଷଣା କରାଯାଛି । ଏହା ସହିତ ଅର୍ଥମନ୍ତ୍ରୀଙ୍କ ପେଡି ଅନେକ ଜିନିଷର ଦରଦାମ ଉପରେ ପ୍ରଭାବ ପକାଇବାକୁ ଯାଉଛି ।