Categories: Video

What is Depression | ଡିପ୍ରେସନ କ’ଣ ?

Depression can make one feel worthless, terrible and create a feeling hopelessness. It is extremely common among youth and millions suffer in silence. In this fresh episode, Dharitri Live speaks to Mental Health expert Dr. Samrat Kar to learn how important it is to speak about this mental illness. Do watch the video and save a life.

ଧରିତ୍ରୀ ଲାଇଭର ସ୍ବାସ୍ଥ୍ୟ ଭିତ୍ତିକ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ରୋଗର କାରଣ ,ଲକ୍ଷଣଏବଂ ନିରାକରଣ ଚିକିତ୍ସା ପଦ୍ଧତି ସଂପର୍କରେ ଆମେ ଆଲୋଚନା କରିଥାଉ । ଯାହାକି ଆପଣଙ୍କୁ ସୁସ୍ଥ ଏବଂ ନିରୋଗ ରହିବାରେ ସାହାଯ୍ୟ କରେ । ଆଜିର ଏପିସୋଡରେ ଆମେ ଜାଣିବା ଡିପ୍ରେସନ କଣ, କାହିଁକି ହୋଇଥାଏ ଓ କେମିତି ଜଣେ ଏଥିରୁ ରକ୍ଷା ପାଇପାରିବ । ଏ ସଂପର୍କରେ ଅଧିକ ଆଲୋଚନା କରିଛନ୍ତି ମାନସିକ ରୋଗ ବିଶେଷଜ୍ଞ ଡ. ସମ୍ରାଟ କର ।