ଆପଣ ସେପ୍ଟେମ୍ବରରେ ଜନ୍ମ କି? ଜାଣିନିଅନ୍ତୁ ୫ଟି ଶ୍ରେଷ୍ଠ ଗୁଣ, ସ୍ବଭାବ…

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ କୌଣସି ବ୍ୟକ୍ତିର ସ୍ବଭାବ ବିଷୟରେ ତାର ଜନ୍ମତିଥି ଆଧାରରେ ଜାଣିହେବ। କୌଣସି ଏକ ମାସରେ ଜନ୍ମିତ ଲୋକଙ୍କ ସ୍ବଭାବ ବିଷୟରେ ଜାଣିବା ପାଇଁ ଗ୍ରହ-ନକ୍ଷତ୍ରମାନଙ୍କ ସଠିକ ଗଣନା ଜରୁରୀ। ସେପ୍ଟେମ୍ବର ମାସ ଆରମ୍ଭ ହୋଇଛି। ଏହି ମାସରେ ଜନ୍ମିତ ଲୋକମାନଙ୍କ ସ୍ବଭାବରେ ଅନେକ ସ୍ବତନ୍ତ୍ରତା ରହିଛି। ଆସନ୍ତୁ ଜାଣିବା ସେପ୍ଟେମ୍ବରରେ ଜନ୍ମିତ ଲୋକଙ୍କ ସ୍ବଭାବ କିଭଳି:

ମନ ନିର୍ମଳ: ସେପ୍ଟେମ୍ବରରେ ଜନ୍ମିତ ଲୋକମାନଙ୍କ ହୃଦୟ ନଡ଼ିଆ ପରି ହୋଇଥାଏ। ହୃଦୟରୁ ଏମାନେ ବହୁତ ଭଲ ହୋଇଥାଆନ୍ତି, ହେଲେ ବାହାରୁ ଶକ୍ତ ଦେଖାଯାଇଥାନ୍ତି। ଏମାନଙ୍କ ମନ ବହୁତ ନିର୍ମଳ।

ସଫଳ: ସେପ୍ଟେମ୍ବରରେ ଜନ୍ମିତ ବ୍ୟକ୍ତି ଜୀବନରେ ବେଶ ସଫଳ ହୁଅନ୍ତି। ଏମାନଙ୍କୁ ଏଥିଲାଗି ବହୁତ ସଂଘର୍ଷ କରିବାକୁ ପଡ଼ିଥାଏ। ଥରେ ଏମାନେ କିଛି କରିବାକୁ ଜିଦ୍‌ ଧରିଲେ ତାକୁ ପୂରଣ ନ କରି ରହି ନଥାନ୍ତି।

ସୃଜନଶୀଳ: ଏହି ମାସରେ ଜନ୍ମିତ ବ୍ୟକ୍ତି ବହୁତ ସୃଜନଶୀଳ। ତାଙ୍କର ସୃଜନଶୀଳ ଶୈଳୀ ଆଧାରରେ ସେ ଭିଡ ଭିତରେ ବି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥାନ୍ତି। ଅଧ୍ୟୟନ କ୍ଷେତ୍ରରେ ବି ଏମାନେ ବହୁତ ଧ୍ରୁତ ହୋଇଥାନ୍ତି।

ଭରସାଯୋଗ୍ୟ: ସେପ୍ଟେମ୍ବରରେ ଜନ୍ମିତ ବ୍ୟକ୍ତି ଅତ୍ୟନ୍ତ ସଚ୍ଚୋଟ। ସେମାନେ ପ୍ରତାରଣାକୁ ସହ୍ୟ କରିପାରନ୍ତି ନାହିଁ କିମ୍ବା କେବେ ବି ନିଜ ସାଥୀକୁ ପ୍ରତାରଣା କରନ୍ତି ନାହିଁ। ପାର୍ଟନରଙ୍କ ସହ ମିଶି ସବୁ ସମସ୍ୟାର ସମାଧାନ କରିବାରେ ସେମାନେ ବିଶ୍ୱାସ କରନ୍ତି।

ଟେକ୍ନୋଲୋଜି ପ୍ରିୟ: ଏହି ମାସରେ ଜନ୍ମିତ ଲୋକେ ଟେକ୍ନୋଲୋଜି ପ୍ରତି ବିଶେଷ ଆଗ୍ରହ ଦେଖାଇଥାନ୍ତି। ନୂଆ ଟେକ୍ନୋଲୋଜୀ ଶିଖିବାକୁ ସେମାନେ ସର୍ବଦା ଆଗ୍ରହୀ ଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଜନ କମାଇବାର ଘରୋଇ ଉପାୟ…

ଫିଟ୍‌ ଆଣ୍ଡ ଫାଇନ୍‌ ରହିବାକୁ ହେଲେ ଶରୀରର ଓଜନକୁ ନିୟନ୍ତ୍ରଣରେ ରଖିବା ନିହାତି ଜରୁରୀ। ସେଥିପାଇଁ କିଏ କେତେ ଉପାୟ ଆପଣାଇଥାନ୍ତି। କିଛି ଲୋକ ଓଜନ...

ଘରେ ଝାଡ଼ୁକୁ ରଖୁଛନ୍ତି କି ଏମିତି ତେବେ ନିହାତି ଜାଣନ୍ତୁ…

ଝାଡ଼ୁ ଦ୍ବାରା ଘରକୁ କେବଳ ସଫା କରାଯାଏନି, ଐଶ୍ୱର୍ଯ୍ୟ ବୃଦ୍ଧିରେ ମଧ୍ୟ ଏହା ବେଶ୍‌ ସହାୟକ ହୋଇଥାଏ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଘରେ ଝାଡ଼ୁକୁ କିପରି ବ୍ୟବହାର...

୨୦୨୫ରେ ଏହି ୩ ରାଶି ବ୍ୟକ୍ତିଙ୍କର ଚମକିବ ଭାଗ୍ୟ

ନୂତନ ବର୍ଷ ୨୦୨୫ ଆରମ୍ଭ ହେବାକୁ ଯାଉଛି। ଏହି ବର୍ଷ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ,...

ଶୀତଦିନେ ସୁସ୍ଥ ରହିବାକୁ ଚାହୁଁଥିଲେ ଖାଆନ୍ତୁ ଏସବୁ…

ସାଧାରଣତଃ ଶୀତଦିନେ ପାଳଙ୍ଗ ଶାଗ, ମେଥିଶାଗ, ସୋରିଷ ଶାଗ ଓ ମୂଳା ଶାଗ ଅଧିକ ପରିମାଣରେ ମିଳିଥାଏ। ଏଥିରେ ଭିଟାମିନ୍‌-ଏ, ଭିଟାମିନ୍‌ ‘ସି’, ଭିଟାମିନ୍‌ ‘ଇ’,...

ଡାଇବେଟିସ୍‌ ସମସ୍ୟା ଥିଲେ…

ଯଦି ଆପଣ ଡାଇବେଟିସ୍‌ରେ ଆକ୍ରାନ୍ତ ତେବେ ପ୍ରଥମ କଥା ହେଲା ନିୟମିତ ସମୟ ଅନ୍ତରାଳରେ ରକ୍ତରେ ସୁଗାର ପରିମାଣ କେତେ ରହୁଛି ତାହା ମାପି ନିଅନ୍ତୁ।...

ଦୂର ସାଗରର ଝଡ଼

ଜଳର ବଳ: ବାୟୁରେ ଅସଂଖ୍ୟ ଜଳୀୟବାଷ୍ପ କଣିକା ଅଦୃଶ୍ୟ ରୂପେ ଥାଏ। ଶୀତଳବାୟୁର ଜଳୀୟବାଷ୍ପ ଧାରଣ କ୍ଷମତା ସୀମିତ ଥିଲାବେଳେ ଖରାଦିନର ଗରମ ବାୟୁ ଯଥେଷ୍ଟ...

ଭାରତୀୟ ଅନ୍ତରୀକ୍ଷ କେନ୍ଦ୍ର

ପୃଥିବୀ କକ୍ଷରେ ରହି ଏହାକୁ ପରିକ୍ରମଣ କରୁଥିବା ଏକ କୃତ୍ରିମ ସଂରଚନା ହେଉଛି ଅନ୍ତରୀକ୍ଷ କେନ୍ଦ୍ର। ଏଥିରେ ଅନେକ ଦିନ ପର୍ଯ୍ୟନ୍ତ ରହି ମହାକାଶଚାରୀମାନେ ଗବେଷଣା...

ସେଲିବ୍ରିଟିମାନେ ପିଉଥିବା ବ୍ଲାକ ଓ୍ବାଟରର ଉପକାରିତା କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧୬।୧୧: ଆମେ ସମସ୍ତେ କଳା ଜଳ ବା ବ୍ଲାକ ଓ୍ବାଟରର ନାମ ଅର୍ଥାତ୍‌ କ୍ଷାରୀୟ ଜଳର ନାମ ଶୁଣିଛୁ । ଆପଣ ପ୍ରାୟ ପ୍ରତ୍ୟେକ ସେଲିବ୍ରିଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri