Categories: Video

What people know about abrogation of Art 370 | ଧାରା ୩୭୦ ଉଚ୍ଛେଦ, କଣ ଜାଣନ୍ତି ଜନତା

Abrogation of Article 370 of Indian Constitution has been the talk of the town since past few days. While many favour removing the provision that gave special status to Jammu & Kashmir, many are opposed to it. Here is what they said.

ଗତ ୭୦ ବର୍ଷ ହେବ ଜମ୍ମୁ କଶ୍ମୀରରେ ପ୍ରଚଳିତ ହୋଇ ଆସୁଥିବା ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଏହାକୁ ନେଇ ଏବେ ସବୁଠି ଚର୍ଚ୍ଚା। ତେବେ ଏହି ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ସାଧାରଣ ଲୋକଙ୍କ ପ୍ରତିକ୍ରିୟା କଣ ରହିଛି, ଏହି ଭିଡ଼ିଓରେ ଦେଖନ୍ତୁ