ହ୍ୱାଟ୍ସ୍ଆପର ନୂଆ ପ୍ରାଇଭେସି ପଲିସି ଅପଡେଟ୍କୁ ନେଇ ବିବାଦ ଦେଖା ଦେବା ପରେ ଏବେ ୟୁଜର୍ସ ଖୋଜୁଛନ୍ତି ହ୍ୱାଟ୍ସଆପର ବିକଳ୍ପ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଯଦି ଜଣେ ୟୁଜର୍ସ ହ୍ୱାଟସ୍ଆପର ନୂଆ ପଲିସି ଅପଡେଟ୍ କରୁ ନାହାନ୍ତି ତେବେ ତାଙ୍କୁ ହ୍ୱାଟ୍ସ୍ଆପ ଛାଡିବାକୁ ପଡିବ ବୋଲି କୁହାଯାଉଛି। ଏଭଳି ପରିସ୍ଥିତିରେ ୟୁଜର୍ସ କ’ଣ କରିବେ?