Posted inଫୁରସତ

କେବେଠୁ, କାହିଁକି ଆରମ୍ଭ ହୋଇଥିଲା ଟ୍ରାଫିକ୍‌ ଲାଇଟ୍‌ ବ୍ୟବସ୍ଥା, ଜାଣନ୍ତୁ ପୁୂରା ଘଟଣା

ଟ୍ରାଫିକ୍‌ ଲାଇଟ୍‌ପ୍ରତ୍ୟେକ ଟ୍ରାଫିକ୍‌ ପୋଷ୍ଟରେ ତିନୋଟି ରଙ୍ଗରଲାଇଟ୍‌ ବ୍ୟବସ୍ଥା ରହିଥାଏ। ଏହାର କାର୍ଯ୍ୟ କ’ଣ ମଧ୍ୟ ସମସ୍ତେ ଜାଣନ୍ତି। ଏମିତିକି ପୃଥିବୀର ଅନେକ ଦେଶରେ ଡିଜିଟାଲ୍‌ ଟ୍ରାଫିକ୍‌ ଲାଇଟ୍‌ କଣ୍ଟ୍ରୋଲ୍‌ ବ୍ୟବସ୍ଥା ବି କାର୍ଯ୍ୟକାରୀ ହେଉଛି। ହେଲେ ଜାଣନ୍ତୁ ଏହା କେବେଠାରୁ ଏବଂ କାହିଁକି ଆରମ୍ଭ ହୋଇଥିଲା…

ବ୍ରିଟିଶ୍‌ ହାଉସ୍‌ ଅଫ୍‌ ପାର୍ଲିଆମେଣ୍ଟ ସମ୍ମୁଖରେ ସର୍ବପ୍ରଥମେ ୧୮୬୮ମସିହା ଡିସେମ୍ବର ୧୦ ତାରିଖରେ ଟ୍ରାଫିକ୍‌ ଲାଇଟ୍‌ ଲଗାଯାଇଥିଲା। ହେଲେ ସେତେବେଳେ କେବଳ ଲାଲ୍‌ ଏବଂ ସବୁଜ ଦୁଇଟି ରଙ୍ଗର ଲାଇଟ୍‌ ଲଗାଯାଇଥିଲା।
ଲାଇଟ୍‌କୁ ସେଠାକାର ଜଣେ ରେଲ୍‌ଓ୍ବେ ଅଧିକାରୀ ଜେ.କେ. ନାଇଟ୍‌ ଲଗାଇଥିଲେ।
ସେତେବେଳେ ଇଲେକ୍‌ଟ୍ରିକ୍‌ ବ୍ୟବସ୍ଥା ନ ଥିଲା, ତେଣୁ ଏହାକୁ ଗ୍ୟାସ୍‌ ଦ୍ୱାରା ଜଳା ଯାଉଥିଲା, ଯାହାକି ସୁରକ୍ଷିତ ନ ଥିଲା।
୧୯୧୪ ମସିହା ଅଗଷ୍ଟ ୫ ତାରିଖରେ ଜେମ୍ସ ହଁଗ୍‌ଙ୍କ ଦ୍ୱାରା ଡିଜାଇନ୍‌ କରାଯାଇଥିବା ପ୍ରଥମ ଇଲେକ୍‌ଟ୍ରି ଟ୍ରାଫିକ୍‌ ଲାଇଟ୍‌ ଲଗାଯାଇଥିଲା; ଯାହାକି ଆମେରିକାର ଟ୍ରାଫିକ୍‌ ସିଗ୍‌ନାଲ୍‌ କମ୍ପାନି ପକ୍ଷରୁ ଓହିଓର କ୍ଲିଭ୍‌ଲାଣ୍ଡସ୍ଥିତ ଇଷ୍ଟ ୧୦୫ ଷ୍ଟ୍ରିଟ୍‌ ଏବଂ ୟୁସ୍ଲିଡ୍‌ ଏଭିନ୍ୟୁ ମଧ୍ୟରେ ଲଗାଯାଇଥିଲା।
ମଧ୍ୟ ଲାଲ୍‌ ଏବଂ ସବୁଜ ଦୁଇଟି ଲାଇଟ୍‌ ଥିବା ବେଳେ ଏକ ବଜର୍‌ ଲଗାଯାଇଥିଲା, ଯାହା ଲାଇଟ୍‌ ବଦଳିବା ସମୟରେ ଏକ ଶବ୍ଦ ସଂକେତ ଦେଉଥିଲା।
ମସିହାରେ ଓ୍ବିଲିୟମ୍‌ ପଣ୍ଟ ନାମକ ଜଣେ ପୋଲିସ୍‌ ଅଫିସର୍‌ ୩ଟି ରଙ୍ଗ ଥିବା ଟ୍ରାଫିକ୍‌ ଲାଇଟ୍‌ ଆରମ୍ଭ କରିଥିଲେ।
ଅନୁସାରେ ଅଟୋମେଟିକ୍‌ ରଙ୍ଗ ପରିବର୍ତ୍ତନ ହେଉଥିବା ଟ୍ରାଫିକ୍‌ ଲାଇଟ୍‌ ବ୍ୟବସ୍ଥା ପ୍ରଥମଥର ୧୯୯୬ ମସିହାରେ ଭର୍ଜିନିଆ ଏବଂ ହେମ୍ପଟନ୍‌ଠାରେ ଲଗାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇବା ପାଇଁ ପ୍ରସ୍ତୁତିରେ ଭିତରକନିକା…

କେନ୍ଦ୍ରାପଡ଼ା ଜିଲାରେ ଥିବା ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ପ୍ରକୃତିପ୍ରେମୀଙ୍କୁ ସର୍ବଦା ଆକୃଷ୍ଟ କରିଆସୁଛି। ଏହି ଆର୍ଦ୍ରଭୂମିରେ ୭୨ ପ୍ରକାର ହେନ୍ତାଳ ଜାତୀୟ ବିରଳ...

ପିଲାଙ୍କ ପାଠପଢ଼ା ଚାଲିଥିବା ବେଳେ ହଠାତ୍‌ କ୍ଲାସ୍‌ରୁମ୍‌ ଏସିରୁ ବାହାରିଲା ସାପ, ଆଉ ତା’ ପରେ…

ନୂଆଦିଲ୍ଲୀ,୨୦ା୯: ନୋଏଡାର ଘରୋଇ ବିଶ୍ୱବିଦ୍ୟାଳୟର ଏକ କ୍ଲାସ୍‌ରୁମ୍‌ର ଏସିରୁ ହଠାତ୍‌ ଗୋଟିଏ ସାପ ବାହାରିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପିଲାମାନେ ଭୟଭୀତ ହୋଇ ଡେସ୍କ...

ମୃତ୍ୟୁ ପରେ ମୃତଦେହକୁ କାଟି ଖାଇଯାନ୍ତି ଏହି ଲୋକ, ଅଦ୍ଭୁତ ପରମ୍ପରାକୁ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୃତ୍ୟୁ ପରେ, ପୃଥିବୀର ବିଭିନ୍ନ ସ୍ଥାନରେ ଲୋକମାନେ ବିଭିନ୍ନ ଉପାୟରେ ଶବଦାହ କରନ୍ତି। କେତେକ ସ୍ଥାନରେ, ଶେଷ ରୀତିନୀତି କରିବାର ପ୍ରକ୍ରିୟା ଏପରି ଯେ ଏହା...

ବନ୍ଦର ସହର ପାରାଦୀପ

ବର୍ଷତମାମ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି ଓଡ଼ିଶାର ପ୍ରସିଦ୍ଧ ବନ୍ଦର ସହର ପାରାଦୀପ। ଜଗତ୍‌ସି ଜିଲାର ଏହି ସହରର ପ୍ରମୁଖ ଆକର୍ଷଣ ହେଉଛି ପଣ୍ୟବାହୀ ଜାହାଜ, ମହାନଦୀ...

ଭାରତୀୟ ଖାଦ୍ୟ ଅପରିଷ୍କାର କହିଲେ ଅଷ୍ଟ୍ରେଲୀୟ ୟୁଟ୍ୟୁବର

ନୂଆଦିଲ୍ଲୀ,୧୯ା୯: ଅଷ୍ଟ୍ରେଲୀୟ ୟୁଟ୍ୟୁବର ସିଡ୍‌ନୀ ଓ୍ବାଟ୍‌ସନ୍‌ ଭାରତୀୟ ବ୍ୟଞ୍ଜନକୁ ଅପରସ୍କାର ଆଖ୍ୟା ଦେଇ ବିବାଦୀୟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କ ପୋଷ୍ଟ ଝଡ଼ ସୃଷ୍ଟି କରିଛି।...

ଅନୁସରଣୀୟ ବ୍ୟକ୍ତିତ୍ୱ

ପ୍ରାଣକୃଷ୍ଣ ପରିଜା ଜଗତ୍‌ସିଂହପୁର ଜିଲା ଇଚ୍ଛାପୁରରେ ୧ ଏପ୍ରିଲ୍‌ ୧୮୯୧ରେ ଭାରତର ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ପ୍ରାଣକୃଷ୍ଣ ପରିଜା ଜନ୍ମଗ୍ରହଣ କରିଥିଲେ। ଗଛ ଶରୀର କ୍ରିୟାତତ୍ତ୍ୱ...

ଗୋଟିଏ ଦିନରେ ସ୍ତ୍ରୀଙ୍କୁ ୧୦୦ ଥର କଲ୍‌ କରିବା ପଡିଲା ମହଙ୍ଗା, କାରଣ ଜାଣିଲେ…

ହାଇଗୋ,୧୬।୯: ଜଣେ ପୁରୁଷ ଦିନକୁ ପ୍ରାୟ ୧୦୦ଥର ନିଜ ସ୍ତ୍ରୀଙ୍କୁ ଫୋନ କଲ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସ ଉକ୍ତ ସ୍ବାମୀଙ୍କୁ ଗିରଫ...

ଫେମଶ ହେବାକୁ ବିଚ୍‌ ରାସ୍ତାରେ ଏମିତି ଶୋଇଲେ ଯୁବକ, ଏବେ ଯିବାକୁ ପଡିବ ଜେଲ

କାସଗଞ୍ଜ,୧୬।୯: ସୋସିଆଲ ମିଡିଆର କ୍ରେଜ ଲୋକଙ୍କ ମୁଣ୍ଡ ଉପରେ ଚଢିଛି । ଆଜିକାଲି, ଲୋକମାନେ ଫେମଶ ହେବା ପାଇଁ ଅଜବ କାର୍ଯ୍ୟ କରୁଥିବା ଦେଖାଯାଏ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri