Categories: ଫୁରସତ

ଦୁନିଆର ଏକମାତ୍ର ପ୍ରାଣୀ ଯାହାର ଦୁଗ୍ଧର ରଙ୍ଗ ଗୋଲାପି, ଜାଣିଛନ୍ତି କି ନାମ…

ପ୍ରତ୍ୟେହ ଦୁଗ୍ଧ ପିଇବା ସ୍ବାସ୍ଥ୍ୟ ପକ୍ଷେ ଲାଭକାରୀ। ଡାକ୍ତର ବି ଏନେଇ ପରାମର୍ଶ ଦେଇଥାନ୍ତି। ତେବେ ପ୍ରତି ପଶୁଙ୍କ ଦୁଗ୍ଧ ଧଳା ବୋଲି ଲୋକଙ୍କ ଧାରଣା ରହିଛି। ହେଲେ ଦୁନିଆରେ ଏକ ଏଭଳି ପଶୁ ରହିଛି ଯାହାର ଦୁଗ୍ଧର ରଙ୍ଗ ଗୋଲାପି ହୋଇଥାଏ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ।

ଜଳହସ୍ତି ଦୁନିଆର ଏକମାତ୍ର ପ୍ରାଣୀ ଯାହାର ଦୁଗ୍ଧର ରଙ୍ଗ ଗୋଲାପି। ଏଥିରେ ଦୁଇ ପ୍ରକାର ଏସିଡ ମିଳିଥାଏ। ଯାହାର ନାମ ହେଉଛି ହିପୋସୁଡୋରିକ୍‌ ଏସିଡ ଏବଂ ନୋର୍‌ହିପୋସୁଡୋରିକ୍‌ ଏସିଡ୍‌।

Share