Categories: ଫୁରସତ

ଏହି ସହରକୁ କୁହାଯାଏ ‘ଭାରତର ପ୍ୟାରିସ’; ନାମ ଜାଣିଲେ କରିପାରିବେନି ବିଶ୍ୱାସ…

ଭାରତର ପ୍ରତି ସହରର ନିଜର ସଂସ୍କୃତି ଏବଂ ବିଶେଷତା ରହିଆସିଛି। ସେଥିରୁ ଗୋଟିଏ ହେଲା ‘ଭାରତର ପ୍ୟାରିସ’ କୁହାଯାଉଥିବା ସହର ‘ଜୟପୁର’। ଏହି ସୁନ୍ଦର ସହର ନିଜର ଐତିହାସିକ ରାଜମହଲକୁ ନେଇ ଖ୍ୟାତ, ଯାହାର ପ୍ରତିଟି କାନ୍ଥରେ ଥିବା ବାସ୍ତୁକଳାକୁ ଆକର୍ଷଣର କେନ୍ଦ୍ରବିନ୍ଦୁ ବୋଲି କୁହାଯାଏ।

୧୯୭୭ରେ ମହାରାଜା ସବାଇ ଜୟସିଂହ ଏହାର ସ୍ଥାପନା କରିଥିଲେ।

ଦୀର୍ଘ ୪ ବର୍ଷ ଧରି ଏହି ସହରରେ ରାଜକୀୟ ମହଲ ନିର୍ମାଣ ହୋଇଥିଲା, ଯାହାକି ଦେଖିବାକୁ ବହୁତ ମନୋରମ।

ଏହାଛଡ଼ା ସହରରେ ଥିବା ଅନେକ ବଙ୍ଗଳାର ଭବ୍ୟତା ପର୍ଯ୍ୟଟକଙ୍କ ମନ ଜିଣିଥାଏ।

 

Share