Advertisement

ଭାରତର ଏହି ରାଜ୍ୟର ପୋଲିସ ପିନ୍ଧନ୍ତି ନାହିଁ ଖାକି ୟୁନିଫର୍ମ, କାରଣ ଜାଣିଲେ…

ଭାରତରେ ଯେତେବେଳେ ପୋଲିସ କଥା କୁହାଯାଏ ସେତେବେଳେ ମୁଣ୍ଡରେ ହଠାତ ଖାକି ପୋଷାକ କଥା ଚାଲିଆସେ। କାରଣ ସାରା ଭାରତରେ ପୋଲିସ ଏଭଳି ପୋଷାକ ପିନ୍ଧିଥାଏ। ହେଲେ ଦେଶରେ ଏଭଳି ଏକ ରାଜ୍ୟ ଅଛି ଯେଉଁଠାରେ ପୋଲିସ ଖାକି ନୁହେଁ ବରଂ ଧଳା ରଙ୍ଗର ପୋଷାକ ପିନ୍ଧିଥାନ୍ତି। ସେଇଟି ହେଲା ପଶ୍ଚିମବଙ୍ଗ ରାଜଧାନୀ କୋଲକାତା।

କୋଲକାତା ପୋଲିସ ଧଳା ରଙ୍ଗର ୟୁନିଫର୍ମ ପିନ୍ଧିଥାନ୍ତି। ୧୮୪୫ରେ ଏହାର ଗଠନ ହୋଇଥିଲେ। ସେ ସମୟରେ ଭାରତରେ ଇଂରେଜ ଶାସନ ଚାଲିଥିଲା। ଇଂରେଜମାନେ ହିଁ କୋଲକାତା ପୋଲିସ ପାଇଁ ଏହି ରଙ୍ଗ ବାଛିଥିଲେ। ଏହା ପଛରେ କାରଣଟି ଏହା ଯେ କୋଲକାତା ସହର ସମୁଦ୍ର ନିକଟରେ ଥିଲା। ଏମିତିରେ ଏହି ରଙ୍ଗ ତାଙ୍କୁ ସୂର୍ଯ୍ୟକିରଣ ଏବଂ ଅଧିକ ଗରମରୁ ରକ୍ଷା କରୁଥିଲା। ଏଥିଲାଗି ଏଭଳି କରାଯାଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share