Categories: ଜାତୀୟ

ପାଣିଭାର ନେଇ ଯିବାବେଳେ ଲାଗିଗଲା କରେଣ୍ଟ, ୮ମୃତ

ବିହାର,୮।୫: ଶ୍ରାବଣ ମାସରେ ପାଣିଭାର ନେଇ ଯାଉଥିବାବେଳେ ପୁଣି କାଉଡିଆଙ୍କ ମୃତ୍ୟୁ ହୋଇଛି। ଘଟଣାଟି ଘଟିଛି ବିହାରରେ। ବୈଶାଲି ଜିଲା ହାଜିପୁରରେ ପାଣି ନେଇ ଆସିବା ବେଳେ ଏପରି ଅଘଟଣ ଘଟିଛି। ଡିଜେ ଗାଡ଼ି ବିଦ୍ୟୁତ ସଂସ୍ପର୍ଶରେ ଆସି ୮ କାଉଡିଆଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ୬ରୁ ଅଧିକ କାଉଡିଆ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

Share