ଫାଇଜର ଟିକାକୁ ଡବ୍ଲୁଏଚ୍‌ଓର ମଞ୍ଜୁରୀ, ଭାରତକୁ ମିଳିପାରେ ଖୁସିଖବର

ନୂଆଦିଲ୍ଲୀ,୧ ।୧: ଫାଇଜର ଓ ବାୟୋଏନଟେକର କରୋନା ଭାଇରସ ଭ୍ୟାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ)ର ମଞ୍ଜୁରୀ ମିଳିଯାଇଛି । ଏହାକୁ ଜରୁରୀକାଳିନ ସ୍ଥିତିରେ ବ୍ୟବହାର କରିବାକୁ ଡବ୍ଲୁଏଚ୍‌ଓ ଅନୁମତି ପ୍ରଦାନ କରିଛି । ଡବ୍ଲୁଏଚ୍‌ଓ କହିଛି ବିଶ୍ୱରେ ଅବସ୍ଥିତ ଏହାର ଆଞ୍ଚଳିକ କାର୍ଯ୍ୟଳୟ ମାଧ୍ୟମରେ ଟିକାର ଉପକାରିତା ବିଷୟରେ ସେଠାକାର ଦେଶମାନଙ୍କ ସହ କଥା ହେବ । ଏହାସହ ଶୁକ୍ରବାର ଅକ୍ସଫୋର୍ଡର କରୋନା ଟିକାକୁ ଦେଶରେ ଅନୁମୋଦନ ମିଳିପାରେ ବୋଲି ଅନୁମାନ କରାଯାଉଛି । ଏନେଇ ଏକ ବୈଠକର ଆୟୋଜନ କରାଯାଇଛି । ଏହାସହ ସାରା ବିଶ୍ୱବାସୀ ଫାଇଜର କରୋନା ଭ୍ୟାକ୍ସିନ ବ୍ୟବହାର କରିପାରିବେ ବୋଲି କୁହାଯାଉଛି । ଡବ୍ଲୁଏଚ୍‌ଓ ଗରିବ ଦେଶ ଗୁଡିକ ନିକଟରେ ଶୀଘ୍ର କରୋନା ଭ୍ୟାକ୍ସିନ ପହଞ୍ଚାଇବା ପାଇଁ ଏମରଜେନ୍ସି ୟୁଜ ଲିଷ୍ଟିଙ୍ଗ ପ୍ରୋସେସ୍ ମଧ୍ୟ ଆରମ୍ଭ କରିଦେଇଛି । ଏହି ତାଲିକାରେ ସାମିଲ ହେବା ପରେ ଯେ କୌଣସି କରୋନା ଭ୍ୟାକ୍ସିନ ବିଶ୍ୱର ଯେ କୌଣସି ଦେଶରେ ଜରୁରୀ ବ୍ୟବହାର ଲାଗି ମଞ୍ଜୁରି ମିଳିପାରିବ ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ କ୍ୟାବିନେଟ ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ୨ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୦।୨: ଦିଲ୍ଲୀର ନୂଆ ଭାଜପା ସରକାର ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା ଯୋଜନା ଲାଗୁ କରିବ। ପ୍ରଥମ କ୍ୟାବିନେଟ ବୈଠକ ପରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା...

ଦିଲ୍ଲୀ ସରକାରରେ ବିଭାଗ ବଣ୍ଟନ: ଅର୍ଥ ବିଭାଗ ନିଜ ପାଖରେ ରଖିଲେ ରେଖା

ନୂଆଦିଲ୍ଲୀ,୨୦।୨: ଭାଜପା ବିଧାୟିକା ରେଖା ଗୁପ୍ତା ଦିଲ୍ଲୀର ୯ମ ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଶପଥ ଗ୍ରହଣ କରିବା ସହ ସଚିବାଳୟ ଯାଇ ଦାୟିତ୍ୱ ଗ୍ରହଣ କରିଛନ୍ତି।...

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ୨ଟି ବଡ଼ ନିଷ୍ପତ୍ତି: ଦିଲ୍ଲୀରେ ଲାଗୁ ହେବ…

ନୂଆଦିଲ୍ଲୀ,୨୦।୨: ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ରେଖା ଗୁପ୍ତାଙ୍କ ବଡ଼ ଆକ୍ସନ ନେଇଛନ୍ତି। ପ୍ରଥମ କ୍ୟାବିନେଟ ବୈଠକରେ ନୂଆ ମୁଖ୍ୟମନ୍ତ୍ରୀ ୨ଟି ବଡ଼ ନିଷ୍ପତ୍ତି...

ଓଟିଟି ପ୍ଲାଟ୍‌ଫର୍ମ ପାଇଁ ଆସିଲା କେନ୍ଦ୍ରର ନୂଆ ଆଡଭାଇଜରି: କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୦।୨: ସୋସିିଆଲ ମିଡିଆରେ ଅଶ୍ଳୀଳ ମଜାକ୍‌ ବିବାଦକୁ ନେଇ କେନ୍ଦ୍ର ସରକାର ଓଭର ଦି ଟପ୍‌ (ଓଟିଟି) ପ୍ଲାଟ୍‌ଫର୍ମଗୁଡ଼ିକ ଉପରେ କଟକଣା ଜାରି କରିଛନ୍ତି। ଆଇନ...

ବଡ଼ ପରିବର୍ତ୍ତନ କଲା କଂଗ୍ରେସ, ୬ ରାଜ୍ୟ ପାଇଁ ୬ ମହିଳାଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୦।୨: କଂଗ୍ରେସ ଦଳ ସାରା ଦେଶରେ ସଂଗଠନକୁ ମଜବୁତ କରିବା ପାଇଁ ବଡ଼ ପରିବର୍ତ୍ତନ କରୁଛି। କଂଗ୍ରେସ ଏବେ ଅନେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ...

ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଭେଟିଲେ ମୋହନ ମାଝୀ

ନୂଆଦିଲ୍ଲୀ,୨୦।୨: ଦିଲ୍ଲୀର ନୂଆ ତଥା ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ରେଖା ଗୁପ୍ତା ଗୁରୁବାର ଶପଥ ନେଇଛନ୍ତି। ଲେଫ୍ଟନାଣ୍ଟ ଗଭର୍ନର ବିନୟ କୁମାର ସାକ୍ସେନା ତାଙ୍କୁ...

Rahul Gandhi: ସେପଟେ ଚାଲିଥିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ, ଏପଟେ ରାହୁଲ କରୁଥିଲେ ହନୁମାନଜୀଙ୍କ ପୂଜା

ନୂଆଦିଲ୍ଲୀ,୨୦ା୨: ଗୁରୁବାରଠାରୁ ଦିଲ୍ଲୀରେ ଭାଜପା ଶାସନ ଅର୍ଥାତ୍‌ ରେଖା ରାଜ୍‌ ଆରମ୍ଭ ହୋଇଛି। ରେଖା ଗୁପ୍ତା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ଆଜି ତାଙ୍କ ଶପଥ...

ସ୍କୁଟି, ବାଇକ ଚଲାଉଥିବା ଲୋକେ ହୋଇଯାଆନ୍ତୁ ସତର୍କ, ଆଦୌ କରନ୍ତୁନି ଏହି ଭୁଲ୍‌, ଦେବାକୁ ପଡ଼ିବ ମୋଟା ଅଙ୍କର ଜରିମାନା

ନୂଆଦିଲ୍ଲୀ,୨୦।୨: ଭାରତରେ ରାସ୍ତାରେ ଚାଲୁଥିବା ସମସ୍ତ ଯାନବାହନ ପାଇଁ କିଛି ନିୟମ ସ୍ଥିର କରାଯାଇଛି। ତେଣୁ ସମସ୍ତ ଡ୍ରାଇଭରମାନଙ୍କୁ ଏହା ମାନିବାକୁ ପଡିବ। ଏହି ନିୟମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image