Categories: Video

କିଏ ସେଇ ମୁଣ୍ଡ ନଥିବା ପିଲା ? Dow Hill

କୋଲକତା ଠାରୁ ୫୮୭ କିଲୋମିଟରରେ ଅବସ୍ଥିତ କୁର୍ସିଓଙ୍ଗ । ସୁନ୍ଦର ପର୍ବତମାଳା ମଧ୍ୟରେ ଏକ ସୁନ୍ଦର ସ୍ଥାନ । ସମୁଦ୍ର ପତନ ଠାରୁ ପାଖାପପାଖି ୧୫୦୦ ମିଟର ଉଚ୍ଚରେ ଅବସ୍ଥିତ ଏହି ସ୍ଥାନ । ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ଆଉ ରହସ୍ୟମୟ କିଛି ସ୍ଥାନ ପାଇଁ ବେଶ୍ ପ୍ରସିଦ୍ଧ । ଦାର୍ଜିଲିଙ୍ଗ ଠାରୁ ୩୦ କିଲୋମିଟର ଦୂରରେ ପଡିଥାଏ ଏହି ହିଲ୍ ଷ୍ଟେସନ ।