Posted inଜାତୀୟ

ମହାରାଷ୍ଟ୍ରରେ କିଏ ହେବେ ମୁଖ୍ୟମନ୍ତ୍ରୀ ଚେହେରା, ବଡ ସୂଚନା ଦେଲେ ଅମିତ ଶାହା!

ମୁମ୍ବାଇ,୧୦।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଘଣ୍ଟି ବାଜି ସାରିଛି। ଏହି କ୍ରମରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରବିବାର ମହାରାଷ୍ଟ୍ରରେ ଭାଜପାର ମନିଫେଷ୍ଟୋ ପ୍ରକାଶ କରିଛନ୍ତି। ଏହି ସମୟରେ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, ରାଜ୍ୟ ଭାଜପା ମୁଖ୍ୟ ଚନ୍ଦ୍ରଶେଖର ବାୱାନକୁଲେ, ମୁମ୍ବାଇ ଭାଜପା ମୁଖ୍ୟ ଆଶିଷ ଶେଲାର, କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ଅନ୍ୟ ଦଳର ନେତାମାନେ ତାଙ୍କ ସହ ଉପସ୍ଥିତ ଥିଲେ।
ଏହି ସମୟରେ ତାଙ୍କୁ ମହାରାଷ୍ଟ୍ରର ମହୁୟୁତିର ମୁଖ୍ୟମନ୍ତ୍ରୀଙ୍କ ଚେହେରା ବିଷୟରେ ମଧ୍ୟ ପଚରାଯାଇଥିଲା। ହସି ହସି ଏହାର ଉତ୍ତର ଦେଇ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଆମେ ଶରଦ ପାୱାର ଜୀଙ୍କୁ କୌଣସି ସୁଯୋଗ ଦେବୁ ନାହିଁ।
ମୁଖ୍ୟମନ୍ତ୍ରୀଙ୍କ ପଦ ସମ୍ପର୍କରେ ସେ କହିଛନ୍ତି, ବର୍ତ୍ତମାନ ଏକନାଥ ଶିନ୍ଦେ ମହାରାଷ୍ଟ୍ରର ମହାୟୁତି ସରକାରର ନେତୃତ୍ୱ ନେଉଛନ୍ତି। ସେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ। ନିର୍ବାଚନ ପରେ ସମସ୍ତ ତିନି ଦଳ ଏକାଠି ବସି ନିଷ୍ପତ୍ତି ନେବେ। ଆମେ ଶରଦ ପାୱାର ଜିଙ୍କୁ କୌଣସି ସୁଯୋଗ ଦେବୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କାହାକୁ କଳାପତାକା ଦେଖାଇବା ବେଆଇନ ନୁହେଁ: ହାଇକୋର୍ଟ

ଥିରୁଭାନନ୍ତପୁରମ୍‌,୨୧ା୧୧:କାହାକୁ କଳାପତାକା ଦେଖାଇବା ବେଆଇନ କାର୍ଯ୍ୟ ନୁହେଁ ଏବଂ ଏହାକୁ ମାନହାନି କୁହାଯାଇପାରିବ ନାହିଁ ବୋଲି କେରଳ ହାଇକୋର୍ଟ ଟିପ୍ପଣୀ ଦେଇଛନ୍ତି। କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ...

କାହିଁକି ଭାଜପା-କଂଗ୍ରେସ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ କେଜରିଓ୍ବାଲଙ୍କ ପ୍ରଥମ ଲିଷ୍ଟ?

ନୂଆଦିଲ୍ଲୀ,୨୧।୧୧: ସବୁବେଳେ ନିର୍ବାଚନ ମୋଡରେ ଥିବା ଭାଜପା ଏବଂ ପ୍ରତ୍ୟେକ ନିର୍ବାଚନ ପୂର୍ବରୁ ସକ୍ରିୟ ହେବାକୁ ଥିବା କଂଗ୍ରେସ ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡର ନିର୍ବାଚନ ଫଳାଫଳକୁ...

‘ୟାସିନ ମଲିକଙ୍କୁ ଜମ୍ମୁ-କଶ୍ମୀର ନେଲେ ବିଗିଡିଯାଇପାରେ ତାଙ୍କ ସ୍ବାସ୍ଥ୍ୟ’,ସୁପ୍ରିମକୋର୍ଟରେ ସିବିଆଇର ଦଲିଲ

ନୂଆଦିଲ୍ଲୀ,୨୧।୧୧: ଗୁରୁବାର ଅର୍ଥାତ୍‌ ୨୧ ନଭେମ୍ବରରେ ଜମ୍ମୁ କୋର୍ଟରେ ୟାସିନ ମଲିକ ହାଜର ହେବା ନିଷ୍ପତ୍ତି ବିରୋଧରେ ସିବିଆଇର ଚ୍ୟାଲେଞ୍ଜକୁ ନେଇ ସୁପ୍ରିମକୋର୍ଟରେ ଏକ ଶୁଣାଣି...

ବଦଳିଲା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଅଫିସ୍‌ ଆସିବା ସମୟ

ନୂଆଦିଲ୍ଲୀ,୨୧।୧୧: ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ହେତୁ କେନ୍ଦ୍ର ସରକାର ଏହାର କର୍ମଚାରୀଙ୍କ ପାଇଁ ଭିନ୍ନ-ଭିନ୍ନ କାର୍ଯ୍ୟ ସମୟ ଘୋଷଣା କରିଛନ୍ତି। କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଦ୍ୱାରା...

ମୋତେ ବିବାହ କରିବ….୯ମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରପୋଜ୍‌ କଲେ ଶିକ୍ଷକ: ଆଉ ତା’ପରେ…

ଲକ୍ଷ୍ନୌ,୨୧।୧୧: ଉତ୍ତର ପ୍ରଦେଶର ଆମରୋହାରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ମଣ୍ଡି ଧନୌରା ଅଞ୍ଚଳର ଏକ ଇଣ୍ଟର କଲେଜରେ ଜଣେ ଶିକ୍ଷକ ନବମ ଶ୍ରେଣୀର ଛାତ୍ରୀଙ୍କୁ...

କେତେ ପେନସନ ପାଇବେ ପୂର୍ବତନ ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡ଼? ଅବସର ପରେ କ’ଣ ସବୁ ପାଇବେ ସୁବିଧା

ନୂଆଦିଲ୍ଲୀ,୨୧।୧୧: ଭାରତର ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୁଡ଼ ୧୦ ନଭେମ୍ବରରେ ଅବସର ନେଇଛନ୍ତି। ନିକଟରେ ସିଜେଆଇଙ୍କ ଅବସର ପରେ ତାଙ୍କ ଆଗାମୀ ଯୋଜନା ବିଷୟରେ...

ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ କେଜରିଓ୍ବାଲଙ୍କୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୧।୧୧: ଦିଲ୍ଲୀ ହାଇକୋର୍ଟ ଗୁରୁବାର ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଏପି ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଚାଲିଥିବା ମାମଲାର ଶୁଣାଣି ସ୍ଥଗିତ ରଖିବାକୁ ମନା...

ସ୍ବାମୀଙ୍କୁ ଖୋଜି ଖୋଜି ଚେନ୍ନାଇରୁ ବରେଲିରେ ପହଞ୍ଚିଲେ ଗର୍ଭବତୀ, ଆଉ ତା’ପରେ ଯାହା ଦେଖିଲେ, ଗୋଡ଼ ତଳୁ ଖସିଗଲା ମାଟି

ଚେନ୍ନାଇ,୨୧।୧୧: ଇନଷ୍ଟାଗ୍ରାମରେ ବନ୍ଧୁତା, ପ୍ରେମ ଏବଂ ବିବାହ ପରେ ଧୋକା। ଚେନ୍ନାଇର ଜଣେ ଯୁବତୀ ପ୍ରେମରେ ଧୋକା ପାଇଛନ୍ତି। ଗର୍ଭବତୀ ଥିବା ଏହି ଯୁବତୀ ସ୍ବାମୀଙ୍କୁ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri