Categories: Video

Who wins Patkura ? ପାଟକୁରାରେ କିଏ ମାରିବ ବାଜି?

Opposition leader Pradeepta Kumar Nayak has given an exclusive interview to Dharitri Live. BJD and BJP have started firing on all cylinders to register a clean sweep in Patkura election. While the political atmosphere has already been heated up, listen to the opposition leader talking about the election.

ଧରିତ୍ରୀ ଲାଇଭକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ। ପାଟକୁରା ନିର୍ବାଚନକୁ ନେଇ ବିଜେଡି ଓ ଭାଜପା ମଧ୍ୟରେ କଡ଼ା ଟକ୍କର ଚାଲିଥିବା ବେଳେ ରାଜ୍ୟ ରାଜନୀତି ଏବେ ସରଗରମ। ଏନେଇ ବିରୋଧୀ ଦଳ ନେତା କ’ଣ କହୁଛନ୍ତି ଦେଖନ୍ତୁ।