ରଜନୀକାନ୍ତଙ୍କ ପାଇଁ କାହିଁକି ଉପବାସ ରଖିଥିଲେ ଶ୍ରୀଦେବୀ

ଅଭିନେତା ରଜନୀକାନ୍ତ ଏବଂ ବଲିଉଡ୍ର ‘ଚାନ୍ଦିନୀ ’ ଭାବରେ ପରିଚିତ ଅଭିନେତ୍ରୀ ଶ୍ରୀଦେବୀ ଉଭୟ ଭଲ ବନ୍ଧୁ। ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତା ଥିଲା ବେଶ ନିବିଡ଼। ସେମାନେ ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି। ପ୍ରାୟ ୨୦ରୁ ଅଧିକ ଫିଲ୍ମରେ ଏକାଠି କାମ କରିଥିଲେ। କୁହାଯାଏ ଯେ, ‘ରାଣା’ ଫିଲ୍ମ ଶୁଟିଂ ସମୟରେ ରଜନୀକାନ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା। ପରେ ତାଙ୍କର ମଙ୍ଗଳ କାମନା କରି ଶ୍ରୀଦେବୀ ତାଙ୍କ ପାଇଁ ଉପବାସ ରଖିଥିଲେ।

Share