Posted inଫୁରସତ

ମୃତ୍ୟୁଦଣ୍ଡ ଦେବା ପରେ ଜଜ୍‌ କାହିଁକି ଭାଙ୍ଗିଦିଅନ୍ତି କଲମ, ଜାଣନ୍ତୁ ଏହା ପଛର ବଡ଼ କାରଣ…

ଯେତେବେଳେ ଜଣେ ଜଜ୍‌ କାହାକୁ ମୃତ୍ୟୁ ଦଣ୍ଡାଦେଶ ଦିଅନ୍ତି, ଏହା ପରେ ସେ ତାଙ୍କ କଲମ ଭାଙ୍ଗିଦିଅନ୍ତି। କିନ୍ତୁ ଏହା ପଛର କାରଣ ଜାଣନ୍ତି କି? ଯଦି ନୁହେଁ, ତେବେ ଜାଣନ୍ତୁ ମୃତ୍ୟୁଦଣ୍ଡ ଦିଆଯିବା ପରେ କଲମର ମୁନ କାହିଁକି ଭାଙ୍ଗନ୍ତି ଜଜ୍‌…

People are only just finding out why judges break their pen after giving death sentence - UNILAD

ମୃତ୍ୟୁଦଣ୍ଡ ଘୋଷଣା ହେବା ମାତ୍ରେ କଲମ ଭାଙ୍ଗିବାର ପ୍ରଥା ଆଜି ପ୍ରଚଳିତ ନୁହେଁ ବରଂ ବ୍ରିଟିଶ ଯୁଗରୁ ରହିଆସିଛି। ଭାରତରେ ଯେତେବେଳେ ବ୍ରିଟିଶ ଶାସନ ଥିଲା, ଦଣ୍ଡ ପରେ କଲମ ଭଙ୍ଗାଯାଇଥିଲା, କିନ୍ତୁ ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଦଣ୍ଡ ଏବଂ କଲମ ମଧ୍ୟରେ ସମ୍ପର୍କ କ’ଣ? ଆଜ୍ଞା ହଁ, ଦଣ୍ଡ ଏବଂ କଲମ ମଧ୍ୟରେ ଏକ ଗଭୀର ସଂଯୋଗ ଅଛି। ଯେପରି କଲମ ଦ୍ୱାରା ଲେଖାଯାଇଥିବା ବିଷୟକୁ କେହି ବି ଲିଭାଇ ପାରିବେ ନାହିଁ, ସେଭଳି ଶକ୍ତି ନାହିଁ ଯିଏ କି କୋର୍ଟ ଦେଇଥିବା ଦଣ୍ଡକୁ ରୋକି ପାରିବେ।

ସେହି ସମାନ କଲମରେ ଆଉ ଜଣେ ଅଭିଯୁକ୍ତଙ୍କୁ ଦୋଷୀ କରି ମୃତ୍ୟୁଦଣ୍ଡ ଦେଇ ନ ଥାନ୍ତି ଜଜ୍‌। ତେଣୁ ଉକ୍ତ କଲମ ଭାଙ୍ଗି ଦିଅନ୍ତି।

7,900+ Judge Stock Videos and Royalty-Free Footage - iStock | Court, Judge gavel, Courtroom

ସୂଚନାଯୋଗ୍ୟ, ଦୁନିଆର ସମସ୍ତ ଦଣ୍ଡ ମଧ୍ୟରେ ମୃତ୍ୟୁଦଣ୍ଡ ହେଉଛି ସବୁଠାରୁ ବଡ଼ ଦଣ୍ଡ। ଯାହା କୌଣସି ସାଧାରଣ ଅପରାଧୀଙ୍କୁ ଦିଆଯାଇ ନ ଥାଏ। କୌଣସି ଜଘନ୍ୟ ଅପରାଧ କରୁଥିବା ଅପରାଧୀଙ୍କୁ ଏହି ଦଣ୍ଡ ଦିଆଯାଏ। ଦଣ୍ଡ ଶେଷ ହେବା ପରେ କଲମ ଭାଙ୍ଗିବା ପାଇଁ ଆଉ ଏକ ବଡ଼ କାରଣ ମଧ୍ୟ ରହିଛି।

nib

ମୃତ୍ୟୁଦଣ୍ଡ ଘୋଷଣା କରିବା ପୂର୍ବରୁ ମୃତ୍ୟୁଦଣ୍ଡରେ ଜଜ୍‌ ସେହି କଲମରେ ଦସ୍ତଖତ କରିଥାନ୍ତି, ସେହି ସମାନ କଲମ ମଧ୍ୟ ସେହି ବ୍ୟକ୍ତିଙ୍କ ମୃତ୍ୟୁ ଲେଖିଥିବା ବିଶ୍ୱାସ କରାଯାଏ। କାହାର ଜୀବନ ନେବାର ପ୍ରାୟଶ୍ଚିତ କରିବା ପାଇଁ କଲମର ମୁନ ଜଜ୍‌ ନିଜେ ଭାଙ୍ଗିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାରା ବିଶ୍ୱକୁ କେଶ ବିକ୍ରି କରି କୋଟି କୋଟି ଟଙ୍କା ରୋଜଗାର କରେ ଭାରତ, ମୁଣ୍ଡନ ପାଇଁ ଏହି ମନ୍ଦିର କରେ ସର୍ବାଧିକ ଆୟ

ନୂଆଦିଲ୍ଲୀ,୨୯।୯: କୌଣସି ବ୍ୟକ୍ତିଙ୍କ ମୁଣ୍ଡରେ ଥିବା କେଶ ତାଙ୍କ ବ୍ୟକ୍ତିତ୍ୱକୁ ବୁଝାଇଥାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସମଗ୍ର ବିଶ୍ୱରେ କେଶ ବଜାରର ଦାମ୍‌...

ଏତେ ଉଚ୍ଚା ଟ୍ରାଇ ସାଇକେଲ!

ଛୋଟବେଳେ ଯେବେ ପିଲାମାନେ ସାଇକେଲ ଚଲାଇବା ଆରମ୍ଭ କରନ୍ତି ତାଙ୍କ ପାଇଁ ପ୍ରଥମେ ଟ୍ରାଇ ସାଇକେଲ ଅଣାଯାଏ। କାରଣ ଏହି ସାଇକେଲ ନିରାପଦ ତଥା ଏହା...

ଏମିତି ଏକ ଗାଁ, ଯେଉଁଠି ଘର ଛାଡି ଆସିଥିବା ପ୍ରେମୀଯୁଗଳଙ୍କୁ ମିଳେ ଆଶ୍ରୟ, ଖାଇବା-ରହିବା ସବୁ ମାଗଣା

ସାରା ଦୁନିଆରେ ପ୍ରେମକୁ ନେଇ ପ୍ରତ୍ୟେକ ଭାଷା ଏବଂ ସାହିତ୍ୟରେ ଅନେକ ଲେଖା ରହିଛି। ଲୈଲା-ମଜନୁ ଏବଂ ରୋମିଓ-ଜୁଲିଏଟ ପରି ଅନେକ ନାମ ରହିଛି, ଯେଉଁମାନେ...

ଟ୍ୟୁଶନରୁ ହୋଇଥିଲା ପ୍ରଥମ ରୋଜଗାର

ଭୁବନେଶ୍ବର ପଟିଆ ଅଞ୍ଚଳରେ ମୁଁ ରୁହେ। ବାପା ଡା. ରାମଚନ୍ଦ୍ର ପଟ୍ଟନାୟକ ଓ ମା’ ବାସନ୍ତୀ ପଟ୍ଟନାୟକଙ୍କର ମୁଁ ହେଲି ଏକମାତ୍ର ପୁଅ ପୁଣି ସବୁଠୁ...

ଗାନ୍ଧୀ ମନ୍ଦିର

ଜାତିର ପିତା ମହାତ୍ମାଗାନ୍ଧୀ ସ୍ବାଧୀନତା ଆନ୍ଦୋଳନ ସମୟରେ ଏକାଧିକଥର ଓଡ଼ିଶା ଆସିଥିବାବେଳେ ତାଙ୍କ ପଦଯାତ୍ରାରେ ସାମିଲ ହୋଇଥିଲେ ଓଡ଼ିଶାର ବହୁ ସ୍ବାଧୀନତା ସଂଗ୍ରାମୀ। ପରବର୍ତ୍ତୀ ସମୟରେ...

ସର୍ବଶ୍ରେଷ୍ଠ ସାମରିକ ଅପରେଶନ

୨୮ ସେପ୍ଟେମ୍ବର ୨୦୧୬। ଏହି ଦିନ ରାତିରେ ସମଗ୍ର ଦେଶ ଶୋଇଥିଲା, କିନ୍ତୁ ଚଳଚଞ୍ଚଳ ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟ। ପାକିସ୍ତାନ ସୀମାରେ ପ୍ରବେଶ...

ସେଦିନ ଅଧରାତିରେ ଲେଖାଯାଇଥିଲା ନୂଆ ଭାରତର ପଟ୍ଟକଥା: ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟାଳୟ ଥିଲା ଚଳଚଞ୍ଚଳ

୨୮ ସେପ୍ଟେମ୍ବର ୨୦୧୬। ଏହି ଦିନ ରାତିରେ ସମଗ୍ର ଦେଶ ଶୋଇଥିଲା, କିନ୍ତୁ ଚଳଚଞ୍ଚଳ ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟ। ପାକିସ୍ତାନ ସୀମାରେ ପ୍ରବେଶ...

ଚାଉଳ କେ.ଜି.୧୦ ହଜାର ଟଙ୍କା

ଟୋକିଓ: ଭାରତୀୟମାନଙ୍କର ଦୈନନ୍ଦିନ ଖାଦ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଚାଉଳକୁ ଧରାଯାଇଥାଏ। ବଜାରରେ ବିଭିନ୍ନ ମୂଲ୍ୟର ଚାଉଳ ଉପଲବ୍ଧ ରହିଥାଏ। ସେଠାରୁ ସାଧାରଣତଃ ଲୋକମାନେ ସେମାନଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri