Posted inଫୁରସତ

ମୃତ୍ୟୁଦଣ୍ଡ ଦେବା ପରେ ଜଜ୍‌ କାହିଁକି ଭାଙ୍ଗିଦିଅନ୍ତି କଲମ, ଜାଣନ୍ତୁ ଏହା ପଛର ବଡ଼ କାରଣ…

ଯେତେବେଳେ ଜଣେ ଜଜ୍‌ କାହାକୁ ମୃତ୍ୟୁ ଦଣ୍ଡାଦେଶ ଦିଅନ୍ତି, ଏହା ପରେ ସେ ତାଙ୍କ କଲମ ଭାଙ୍ଗିଦିଅନ୍ତି। କିନ୍ତୁ ଏହା ପଛର କାରଣ ଜାଣନ୍ତି କି? ଯଦି ନୁହେଁ, ତେବେ ଜାଣନ୍ତୁ ମୃତ୍ୟୁଦଣ୍ଡ ଦିଆଯିବା ପରେ କଲମର ମୁନ କାହିଁକି ଭାଙ୍ଗନ୍ତି ଜଜ୍‌…

People are only just finding out why judges break their pen after giving death sentence - UNILAD

ମୃତ୍ୟୁଦଣ୍ଡ ଘୋଷଣା ହେବା ମାତ୍ରେ କଲମ ଭାଙ୍ଗିବାର ପ୍ରଥା ଆଜି ପ୍ରଚଳିତ ନୁହେଁ ବରଂ ବ୍ରିଟିଶ ଯୁଗରୁ ରହିଆସିଛି। ଭାରତରେ ଯେତେବେଳେ ବ୍ରିଟିଶ ଶାସନ ଥିଲା, ଦଣ୍ଡ ପରେ କଲମ ଭଙ୍ଗାଯାଇଥିଲା, କିନ୍ତୁ ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଦଣ୍ଡ ଏବଂ କଲମ ମଧ୍ୟରେ ସମ୍ପର୍କ କ’ଣ? ଆଜ୍ଞା ହଁ, ଦଣ୍ଡ ଏବଂ କଲମ ମଧ୍ୟରେ ଏକ ଗଭୀର ସଂଯୋଗ ଅଛି। ଯେପରି କଲମ ଦ୍ୱାରା ଲେଖାଯାଇଥିବା ବିଷୟକୁ କେହି ବି ଲିଭାଇ ପାରିବେ ନାହିଁ, ସେଭଳି ଶକ୍ତି ନାହିଁ ଯିଏ କି କୋର୍ଟ ଦେଇଥିବା ଦଣ୍ଡକୁ ରୋକି ପାରିବେ।

ସେହି ସମାନ କଲମରେ ଆଉ ଜଣେ ଅଭିଯୁକ୍ତଙ୍କୁ ଦୋଷୀ କରି ମୃତ୍ୟୁଦଣ୍ଡ ଦେଇ ନ ଥାନ୍ତି ଜଜ୍‌। ତେଣୁ ଉକ୍ତ କଲମ ଭାଙ୍ଗି ଦିଅନ୍ତି।

7,900+ Judge Stock Videos and Royalty-Free Footage - iStock | Court, Judge gavel, Courtroom

ସୂଚନାଯୋଗ୍ୟ, ଦୁନିଆର ସମସ୍ତ ଦଣ୍ଡ ମଧ୍ୟରେ ମୃତ୍ୟୁଦଣ୍ଡ ହେଉଛି ସବୁଠାରୁ ବଡ଼ ଦଣ୍ଡ। ଯାହା କୌଣସି ସାଧାରଣ ଅପରାଧୀଙ୍କୁ ଦିଆଯାଇ ନ ଥାଏ। କୌଣସି ଜଘନ୍ୟ ଅପରାଧ କରୁଥିବା ଅପରାଧୀଙ୍କୁ ଏହି ଦଣ୍ଡ ଦିଆଯାଏ। ଦଣ୍ଡ ଶେଷ ହେବା ପରେ କଲମ ଭାଙ୍ଗିବା ପାଇଁ ଆଉ ଏକ ବଡ଼ କାରଣ ମଧ୍ୟ ରହିଛି।

nib

ମୃତ୍ୟୁଦଣ୍ଡ ଘୋଷଣା କରିବା ପୂର୍ବରୁ ମୃତ୍ୟୁଦଣ୍ଡରେ ଜଜ୍‌ ସେହି କଲମରେ ଦସ୍ତଖତ କରିଥାନ୍ତି, ସେହି ସମାନ କଲମ ମଧ୍ୟ ସେହି ବ୍ୟକ୍ତିଙ୍କ ମୃତ୍ୟୁ ଲେଖିଥିବା ବିଶ୍ୱାସ କରାଯାଏ। କାହାର ଜୀବନ ନେବାର ପ୍ରାୟଶ୍ଚିତ କରିବା ପାଇଁ କଲମର ମୁନ ଜଜ୍‌ ନିଜେ ଭାଙ୍ଗିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତଦିନେ ସକାଳୁ କିପରି ଉଠିବେ ? ପ୍ରେମାନନ୍ଦ ମହାରାଜ କହିଲେ ବଢିଆ ଉପାୟ

ଠାକୁର ଜି ଏବଂ ରାଧାରାଣୀଙ୍କର ଭକ୍ତ ତଥା ବୃନ୍ଦାବନର ପ୍ରସିଦ୍ଧ ଉପଦେଶକ ପ୍ରେମାନନ୍ଦ ମହାରାଜ ଲୋକମାନଙ୍କ ଜୀବନ ସହ ଜଡିତ ଅନେକ ସମସ୍ୟା ବିଷୟରେ ଆଲୋଚନା...

୨୦୨୫ରେ ଏମିତି ଘଟଣା ଘଟିବ ଯାହା କେହି କେବେ ଦେଖି ନ ଥିଲେ, କିଏ କରିଛନ୍ତି ଏମିତି ଭବିଷ୍ୟବାଣୀ?

ବ୍ରାସିଲିଆ: ଆଥୋସ ସାଲୋମ ଯିଏ ‘ଜୀବନ୍ତ ନୋଷ୍ଟ୍ରାଡାମସ’ ଭାବରେ ଜଣାଶୁଣା । ସେ ୨୦୨୫ ବର୍ଷ ପାଇଁ ଅନେକ ଭୟଙ୍କର ଭବିଷ୍ୟବାଣୀ କରିଛନ୍ତି । ଏହି...

୯୦ ଦେଶ ଭ୍ରମଣ କରିଛନ୍ତି ୧୯ ବର୍ଷୀୟା ସୋଫିଆ

ନ୍ୟୁୟର୍କ: ୧୯ ବର୍ଷୀୟା ଆମେରିକୀୟ କଣ୍ଟେଣ୍ଟ୍‌ କ୍ରିଏଟର ସୋଫିଆ ଲି ବର୍ତ୍ତମାନ ସୁଦ୍ଧା ୯୦ଟି ଦେଶ ଭ୍ରମଣ ଶେଷ କରି ସମସ୍ତଙ୍କୁ ଚକିତ କରିଛନ୍ତି। ସେ ଇନ୍‌ଷ୍ଟାଗ୍ରାମରେ...

ଥରେ ନୁହେଁ କି ଦୁଇ ଥର ନୁହେଁ ୮ଥର ପଲଟି ପଲଟି ଗୁଣ୍ଡ ହେଲା କାର: କାରରୁ ସୁରକ୍ଷିତ ବାହାରି ହସିହସି ଯାହାକହିଲେ …

କଥାରେ ଅଛି ରଖେ ହରି ତ ମାରେ କିଏ।  ସତରେ ଭଗବାନ ରକ୍ଷା କଲେ କେହି କିଛି ବି କ୍ଷତି କରିପାରିବେ ନାହିଁ। ରାଜସ୍ଥାନର ନାଗୋରରେ...

ଭାରତ ପ୍ରେମରେ ଜର୍ମାନ୍‌ ପର୍ଯ୍ୟଟକ

ବର୍ଲିନ: ପ୍ରତିବର୍ଷ ଅନେକ ବିଦେଶୀ ପର୍ଯ୍ୟଟକ ଭାରତକୁ ଆସି ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗକରି ବିମୋହିତ ହୋଇଥାନ୍ତି। ୨୦୨୪ରେ ମଧ୍ୟ ଅନେକ ସଂଖ୍ୟାରେ ବିଦେଶୀ ପର୍ଯ୍ୟଟକ...

New Year Party ସମୟରେ ରୁହନ୍ତୁ ସାବଧାନ, ନଚେତ୍‌ ହୋଇପାରେ ଜେଲ

ନୂଆଦିଲ୍ଲୀ,୨୭।୧୨: ନୂଆ ବର୍ଷ ଆସିବ ବୋଲି ଏବେଠାରୁ ଦିନ ଗଣା ଆରମ୍ଭ ହେଲାଣି ଏବଂ ଲୋକମାନେ ମଧ୍ୟ ପାର୍ଟି ପାଇଁ ପ୍ରସ୍ତୁତ ହେଉଛନ୍ତି। ନୂଆ ବର୍ଷରେ,...

Online Fuel Order: ଅଧାରାସ୍ତାରେ ଗାଡିରୁ ତେଲ ସରିଗଲେ ନୋ ଟେନଶନ, ଯେକୌଣସି ସ୍ଥାନରୁ ବି ଅର୍ଡର କରିପାରିବେ ପେଟ୍ରୋଲ

ଯାତ୍ରା ସମୟରେ ଅଧା ରାସ୍ତାରେ ଗାଡରୁ ତେଲ ସରିଗଲେ ଟେନଶନ ବଢିଯାଏ।ବେଶୀ ଅସୁବିଧା ହୁଏ ଯେତେବେଳେ ପାଖରେ କୌଣସି ପେଟ୍ରୋଲ ପମ୍ପ ନ ଥାଏ। ବାଇକ୍‌...

Uber-Rapido: ନିଜ ବାଇକ୍‌ ଲଗାଇ ମାସକୁ ୩୦ହଜାର ରୋଜଗାର କରନ୍ତୁ, ଜାଣନ୍ତୁ କ’ଣ ରହିଛି ପ୍ରକ୍ରିୟା

କିଛି ଚାକିରି ଖୋଜୁଛନ୍ତି କି? କ’ଣ ଆପଣଙ୍କ ପାଖରେ ବାଇକ୍‌ ଅଛି? ତେବେ ନୋ ଟେନଶନ। ବର୍ତ୍ତମାନ ଆପଣ ଏଇ ବାଇକ୍‌ ଦ୍ୱାରା କରିପାରିବେ ମାସକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri