Posted inଫୁରସତ

କାହିଁକି ଭାରତୀୟ ନୋଟ୍‌ରେ ରହିଥାଏ ଗାନ୍ଧୀଙ୍କ ଫଟୋ? ଜାଣନ୍ତୁ ଏହାର ରହସ୍ୟ…

ଆପଣ ପ୍ରତି ଭାରତୀୟ ନୋଟ୍‌ରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ଦେଖିଥିବେ। ସେଇଟା ୧୦ଟଙ୍କିଆ ହେଉ କି ୫୦୦ ସବୁଥିରେ ଗାନ୍ଧୀଙ୍କ ଫଟୋ ଥିବା ନୋଟ୍‌ ରହିଛି। ହେଲେ କେବେ ଚିନ୍ତା କରିଛନ୍ତି କି, କାହିଁକି ଭାରତୀୟ ସବୁ ନୋଟ୍‌ରେ ଗାନ୍ଧୀମୁଣ୍ଡ ରହିଥାଏ। ଆସନ୍ତୁ ଜାଣିବା…

ଗୁଜୁରାଟର ଅହମଦାବାଦରେ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଯେଉଁଠି ଭାରତୀୟ ନୋଟ୍‌ରେ ଗାନ୍ଧୀଙ୍କ ବଦଳରେ ବଲିଉଡ ସିନେମା ଲୋକପ୍ରିୟ କଳାକାର ଅନୁପମ ଖେରଙ୍କ ଫଟୋ ଛପା ଯାଇଥିବାର ଦେଖିବାକୁ ମିଳିଥିଲା। ସୂଚନାଥା କି, ଭାରତୀୟ ନୋଟ୍‌ରେ ସବୁବେଳେ କେବଳ ଗାନ୍ଧୀଙ୍କ ଫଟୋ ଛପା ଯାଇଥାଏ। ଏହାର କାରଣ ଜାଣନ୍ତି କି?

ଆମ ଦେଶ ସ୍ବାଧୀନତା ପାଇବା ପରେ ବ୍ୟାଙ୍କନୋଟ୍‌ରେ ବ୍ରିଟାନୀ ହୁକୁମତଙ୍କର ଫଷଟା ଛପା ଯାଇଥିଲା। ୧୯୪୭ ଅଗଷ୍ଟ ୧୫ ପରେ ସ୍ବତନ୍ତ୍ର ଭାରତ ଘୋଷଣାର କିଛି ମାସ ପରେ ଭାରତୀୟ ନୋଟ୍‌ରେ କିଙ୍ଗ ଜର୍ଜଙ୍କର vi ଙ୍କର ଫଟୋ ଥିଲା। ୧୯୪୯ ଯାଏଁ ଆରବିଆଇ କିଙ୍ଗ ଜର୍ଜଙ୍କ ଫଟୋ ଭାରତୀୟ ନୋଟ୍‌ରେ ଛାପୁଥିଲେ। କିନ୍ତୁ ଏହାପରେ ଭାରତ ସରକାର ଟଙ୍କିକିଆ ନୋଟରେ ନିଜର ନୂଆ ଡିଜାଇନ ଜାରି କଲେ। ଏଥିରେ ଅଶୋକ ସ୍ତମ୍ଭର ସିଂହ ଓ ରାଜଧାନୀର ପ୍ରତୀକକୁ ସ୍ଥାନ ଦିଆଯାଇଥିଲା।

ଧୀରେ ଧୀରେ ଏହି ଡିଜାଇନକୁ ମଧ୍ୟ ପରିବର୍ତ୍ତନ କରାଯାଇଥିଲା। ରାଷ୍ଟ୍ରୀୟ ଅପିଲ ପରେ ୧୯୯୬ରେ ଆରବିଆଇ ଗାନ୍ଧୀମୁଣ୍ଡ ଥିବା ନୋଟ୍‌ ଜାରି କରିଥିଲା। ୧୯୬୯ରେ ଗାନ୍ଧୀ ପ୍ରଥମ ଥର ପାଇଁ ଭାରତୀୟ ନୋଟ୍‌ରେ ଦେଖାଯାଥିଲେ। ଏହା ତାଙ୍କର ୧୦୦ତମ ଜୟନ୍ତୀ ଉପଲକ୍ଷେ ଜାରି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପରିବାରରେ ୭୦୦ ସଦସ୍ୟ

କାମ୍ପାଲା : ପୁରାତନ କାଳରେ ପ୍ରାୟ ସମସ୍ତଙ୍କର ପରିବାର ବଡ଼ ଥିଲା ଏବଂ ପରିବାରରେ ସମସ୍ତେ ମିଳିମିଶି ରହୁଥିଲେ। ସେତେବେଳେ ଘରର ବିଭିନ୍ନ କାର୍ଯ୍ୟକୁ ପରିବାର ସମସ୍ତ...

ବୟସ୍କଙ୍କୁ ମର୍ଯ୍ୟାଦା

ବୟସ୍କ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ, କଲ୍ୟାଣ ଏବଂ ଅଧିକାର ବିଷୟରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ୧ ଅକ୍ଟୋବରରେ ‘ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ’ ପାଳନ...

ଏଠାରେ ପ୍ରତିଦିନ ସ୍ବାମୀ ବଦଳାନ୍ତି ମହିଳା, ଗର୍ଭବତୀ ହେଲେ…

ମହାଭାରତରେ ଦ୍ରୋପଦୀ ପାଣ୍ଡବଙ୍କୁ ବିବାହ କରିଥିଲେ। ଭୁଲ ବୁଝାମଣା ହେତୁ ଦ୍ରୋପଦୀଙ୍କୁ ୫ ସ୍ବାମୀ ମିଳିଥିଲେ। କିନ୍ତୁ ଆପଣ ଜାଣନ୍ତି କି ଆଜି ବି ଭାରତରେ...

ନର୍ସଙ୍କ ଚିତ୍ର ଆଙ୍କିଲେ ରୋଗୀ

ନୂଆଦିଲ୍ଲୀ: ପ୍ରାଞ୍ଜଳୀ ଚଭନ ନାମ୍ନୀ ଜଣେ ଡିଜିଟାଲ ଆର୍ଟିଷ୍ଟ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଯୋଗୁ ଏକ ହସ୍ପିଟାଲରେ କିଛି ଦିନ ପାଇଁ ଭର୍ତ୍ତି ହୋଇଥିଲେ। ସେ ଏହି...

୧୨ ବର୍ଷରେ ଥରେ ଫୁଟୁଛି ଦୁର୍ଲଭ ଫୁଲ

ଚେନ୍ନାଇ: ତାମିଲନାଡ଼ୁ କ୍ୟାଡର୍‌ ଆଇଏଏସ୍‌ ତଥା ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ତାଙ୍କ ଏକ୍ସ’ ଆଇଡିରେ କିଛି ଦୁର୍ଲଭ ପ୍ରଜାତିର ଫୁଲ...

ସାରା ବିଶ୍ୱକୁ କେଶ ବିକ୍ରି କରି କୋଟି କୋଟି ଟଙ୍କା ରୋଜଗାର କରେ ଭାରତ, ମୁଣ୍ଡନ ପାଇଁ ଏହି ମନ୍ଦିର କରେ ସର୍ବାଧିକ ଆୟ

ନୂଆଦିଲ୍ଲୀ,୨୯।୯: କୌଣସି ବ୍ୟକ୍ତିଙ୍କ ମୁଣ୍ଡରେ ଥିବା କେଶ ତାଙ୍କ ବ୍ୟକ୍ତିତ୍ୱକୁ ବୁଝାଇଥାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସମଗ୍ର ବିଶ୍ୱରେ କେଶ ବଜାରର ଦାମ୍‌...

ଏତେ ଉଚ୍ଚା ଟ୍ରାଇ ସାଇକେଲ!

ଛୋଟବେଳେ ଯେବେ ପିଲାମାନେ ସାଇକେଲ ଚଲାଇବା ଆରମ୍ଭ କରନ୍ତି ତାଙ୍କ ପାଇଁ ପ୍ରଥମେ ଟ୍ରାଇ ସାଇକେଲ ଅଣାଯାଏ। କାରଣ ଏହି ସାଇକେଲ ନିରାପଦ ତଥା ଏହା...

ଏମିତି ଏକ ଗାଁ, ଯେଉଁଠି ଘର ଛାଡି ଆସିଥିବା ପ୍ରେମୀଯୁଗଳଙ୍କୁ ମିଳେ ଆଶ୍ରୟ, ଖାଇବା-ରହିବା ସବୁ ମାଗଣା

ସାରା ଦୁନିଆରେ ପ୍ରେମକୁ ନେଇ ପ୍ରତ୍ୟେକ ଭାଷା ଏବଂ ସାହିତ୍ୟରେ ଅନେକ ଲେଖା ରହିଛି। ଲୈଲା-ମଜନୁ ଏବଂ ରୋମିଓ-ଜୁଲିଏଟ ପରି ଅନେକ ନାମ ରହିଛି, ଯେଉଁମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri