ଏହି ଲୋକପ୍ରିୟ ଅଭିନେତ୍ରୀ କାହିଁକି ଏତେ କଞ୍ଜୁସ? କାରଣ ଜାଣିଲେ…

ଭୋଜପୁରୀ ସିନେମାର ଅଭିନେତ୍ରୀ ଆମ୍ରାପାଲି ଦୁବେ ବର୍ତ୍ତମାନ ଚର୍ଚ୍ଚାରେ । ସେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ନିରହୁଆ ହିନ୍ଦୁସ୍ତାନୀ’ ସହିତ ଦର୍ଶକଙ୍କ ହୃଦୟ ଜିତିଥିଲେ। ନିକଟରେ ଗଣମାଧ୍ୟ ସହ ଏକ ସ୍ବତନ୍ତ୍ର ବାର୍ତ୍ତାଳପରେ ସେ , କହିଥିରେ କଞ୍ଜୁସି ମୋ ରକ୍ତରେ ଅଛି ।
ବର୍ତ୍ତାଳପ ସମରେ ସେ ତାଙ୍କ ଓଜନ ହ୍ରାସ କଥା କହିଥିଲେ , ପରେ ଓଜନ କମ୍‌ ହେବାରୁ ସେ ତାଙ୍କ ପୋଷାକ ସବୁକୁ ଫିଟିଂ କରାଇ ପିନ୍ଧୁଛନ୍ତି । ତାଙ୍କୁ ପଚରାଯାଇଥିଲା ଏତେ ବଡ ଅଭିନେତ୍ରୀ ହୋଇ ଲକ୍ଷ ଲକ୍ଷ ଟଙ୍କା ଚାର୍ଜ କରି ସୁଦ୍ଧା ତୁମେ ଏତେ କଞ୍ଜୁସ କାହିଁକି? ରିପୋର୍ଟରଙ୍କ ଏହି ପ୍ରଶ୍ନର ସେ ମଜାଳିଆ ଢଙ୍ଗରେ ଉତ୍ତର ଦେଇଥିଲେ। ସେ କହିଥିଲେ, ‘ମୁଁ ମଧ୍ୟବିତ୍ତ ପରିବାରର ଅଟେ। ସେଥିପାଇଁ କଞ୍ଜୁସି ମୋ ରକ୍ତରେ ଅଛି । ପିଲାଦିନରୁ ଆମକୁ ଘରେ ଶିକ୍ଷା ଦିଆଯାଏ ଯେ ସର୍ବଦା ବର୍ଜ୍ୟବସ୍ତୁରୁ ସର୍ବୋତ୍ତମ ଉପଯୋଗ କରିବାକୁ ପଡିବ । ଯଦି ମୁଁ ମୋର ଜିନିଷ ଉପରେ ଧ୍ୟାନ ନ ଦିଏ, ତେବେ ମା’ଙ୍କଠାରୁ ଜୋତା ମାଡ଼ ଖାଇବାକୁ ପଡ଼େ।

Share