ନୂଆଦିଲ୍ଲୀ,୧୦।୧୦: ଦେଶରେ କୃଷକମାନଙ୍କୁ ହତ୍ୟା କରାଯାଉଛି। ଜରୁରୀ ସାମଗ୍ରୀଗୁଡ଼ିକର ଦରଦାମ ବଢ଼ିବାରେ ଲାଗିଛି। ଏସବୁକୁ ନେଇ ପ୍ରଧାନମନ୍ତ୍ରୀ ନୀବର କାହିଁକି ବୋଲି ରବିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟୁଇଟରରେ ପ୍ରଶ୍ନ କରିଛନ୍ତି।
ସେହିପରି ପୂର୍ବ ଲଦାଖରେ ମୁହାଁମୁହିଁ ସ୍ଥିତି ସମ୍ପର୍କରେ ସ୍ଥଳ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଓ୍ବଣେଙ୍କ ‘ଚାଇନା ଏଠାରେ ରହିବ’ ମନ୍ତବ୍ୟକୁ ନେଇ ରାହୁଲ କହିଛନ୍ତି, ଚାଇନା କେଉଁଠି ରହିବ। ଆମ ଜାଗାରେ କି ପ୍ରଶ୍ନ କରିଛନ୍ତି।