ନୂଆ ବର୍ଷକୁ ସ୍ୱାଗତ କରିବାକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ନୂଆ ବର୍ଷକୁ ନିଆରା କରିବାକୁ ବି ଲାଗି ପଡିଛନ୍ତି ସମସ୍ତେ । ତେବେ ଏହି ନୂଆ ବର୍ଷ କଣ ? କେବେ ଏହି ପରମ୍ପରା ଆରମ୍ଭ ହେଲା? ଏହି ପରମ୍ପରା ପଛରେ କଣ ରହିଛି କାରଣ ? ଆପଣ କେବେ ନିଜ ମନରେ ଏହି ପ୍ରଶ୍ନ ଉଠାଇଛନ୍ତି, ୧୨ ମାସ ମଧ୍ୟରେ, କାହିଁକି ‘ନୂଆ ବର୍ଷ’ କେବଳ ଜାନୁଆରୀ ମାସରେ ପାଳନ କରାଯାଏ ଏବଂ ଏହା ବର୍ଷର ପ୍ରଥମ ମାସ କାହିଁକି? ତେବେ ଆସନ୍ତୁ ଜାଣିବା ଏହା ପଛରେ ରହିଥିବା ଅତୀତ ଇତିହାସ ବିଷୟରେ ଅଧିକ କିଛି ।