Posted inVideo

କାହିଁକି ରାମରୁ ରାମଚନ୍ଦ୍ର

Featured Video Play Icon

ଥରେ ଦୁଷ୍ଟ ଦାନବ ମାନଙ୍କ ଅତ୍ୟାଚାରରେ ଅତିଷ୍ଟ ହୋଇ ପଡିଲେ ଦେବତା ଓ ଋଷି ଗଣ । ଏହାର ସମାଧାନ ପାଇଁ ସେମାନେ ଭଗବାନ ବିଷ୍ଣୁଙ୍କୁ ସ୍ମରଣ କଲେ । ଏହି ସମୟରେ ଭଗବାନ ବିଷ୍ଣୁ ଦେବତା ଓ ଋଷି ଗଣଙ୍କୁ ଆଶ୍ୱାସନା ଦେଇ କହିଥିଲେ ରାବଣ ଓ ରାକ୍ଷଶ ମାନଙ୍କୁ ବଦ୍ଧ କରିବା ପାଇଁ ମୁଁ ମର୍ତ୍ତ୍ୟରେ ମାନବ ରୂପରେ ଜନ୍ମ ନେବି ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri