Categories: ଫୁରସତ

ସ୍ବାମୀଙ୍କୁ ଏତେ ପ୍ରେମ ଯେ କପାଳରେ ନାଁର ଟାଟୁ କଲେ ମହିଳା, ଭିଡିଓ ଦେଖିଲେ ଚକିତ ହେବେ…

କିଛି ଦିନ ତଳେ ଜଣେ ପ୍ରେମିକା ପ୍ରେମିକଙ୍କ ଲାଗି କପାଳରେ ଟାଟୁ କରି ଚର୍ଚ୍ଚାକୁ ଆସିଥିଲେ। ଏବେ ଜଣେ ମହିଳା ସ୍ବାମୀଙ୍କ ଲାଗି ମୁଣ୍ଡରେ ସେଭଳି ଟାଟୁ କରିଥିବାର ଭିଡିଓ ଭାଇରାଲ ହେଉଛି। ସ୍ବାମୀଙ୍କୁ ବହୁତ ଭଲ ପାଉଥିବାରୁ ସେ ତାଙ୍କ ନାମରେ ଟାଟୁ କରିଥିବା କହିଛନ୍ତି। ତେବେ ଏହାର ଭିଡିଓ ଭାଇରାଲ ପରେ ଅନେକେ ଚକିତ ହେଉଛନ୍ତି।

ଭିଡିଓରେ ଦେଖାଯାଉଛି, ମହିଳାଜଣଙ୍କ ନିଜ କପାଳରେ ସ୍ବାମୀ ସତୀଶଙ୍କ ନାମର ଟାଟୁ କରୁଛନ୍ତି। ତାଙ୍କୁ କଷ୍ଟ ହେଉଛି ହେଲେ ଭଲପାଇବା ଯୋଗୁ ସେ ତାକୁ ସହିଯାଉଛନ୍ତି। ଭିଡିଓ ଦେଖିବା ପରେ ଅନେକେ ଏହାକୁ ପାଗଳାମୀ ବୋଲି କହୁଛନ୍ତି।

ଆପଣ ବି ଦେଖନ୍ତୁ ଭିଡିଓ:

Share