Categories: ଫୁରସତ

Viral Video: କିସ୍‌ କରୁଥିବା ବେଳେ ସ୍ବାମୀଙ୍କ ହାବୁଡରେ ପଡିଗଲେ ସ୍ତ୍ରୀ, ଆଉ ତା’ପରେ…

ସୋସିଆଲ ମିଡିଆରେ ଅନେକ ଥର ମଜାଳିଆ ଭିଡିଓ ଦେଖାଯାଏ। ଠିକ୍‌ ସେହିଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣ ହସ ବନ୍ଦ କରିପାରିବେ ନାହିଁ। ଏହି ଭିଡିଓରେ ଜଣେ ମହିଳା ଅନ୍ୟ ଜଣଙ୍କୁ କିସ୍‌ କରୁଛନ୍ତି। ଆଉ ସେତିକି ବେଳେ ତାଙ୍କ ସ୍ବାମୀଙ୍କ ହାବୁଡରେ ପଡିଯାଇଛନ୍ତି। ସ୍ବାମୀ ନିଜର କ୍ରୋଧକୁ ସମ୍ଭାଳିନପାରି ପତ୍ନୀଙ୍କ ସହ ଥିବା ପୁରୁଷଙ୍କ ଉପରକୁ ଆକ୍ରମଣ କରିଛନ୍ତି। ଏହି ସମୟରେ ସେ ଯାହା ଦେଖିଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ବାସ୍ତବରେ ଏହି ପୁରୁଷ ଜଣଙ୍କ ପ୍ରକୃତରେ ପୁରୁଷ ନ ଥିଲେ। ସେ ଏକ ପ୍ରତିକୃତି ଥିଲା। ଯାହାକୁ ତାଙ୍କ ପତ୍ନୀ ଚୁମ୍ବନ ଦେଉଥିଲେ। ଏହି ସତ୍ୟ ଜାଣିବା ପରେ ସେ ନିଜ ହସକୁ ଅଟକାଇ ପାରିଲେନି ଏବଂ ତାଙ୍କ ପତ୍ନୀ ତାଙ୍କୁ ପରିହାସ କରୁଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଶେୟାର କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୨୦ ମିଲିୟନରୁ ଅଧିକ ଲୋକ ଏହି ଭିଡିଓ ଦେଖିସାରିଲେଣି।

Share