Categories: ଜାତୀୟ

ଏଏପି ଜିତିଲେ ୫ ବର୍ଷରେ ସ୍ବଚ୍ଛ ଦିଲ୍ଲୀ: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୮୧୦ : ଆଗାମୀ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ(ଏମ୍‌ସିଡି) ନିର୍ବାଚନ ଆବର୍ଜନା ପ୍ରସଙ୍ଗକୁ ନେଇ ଲଢ଼ାଯିବ ବୋଲି ଗୁରୁବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌୍‌ରିଓ୍ବାଲ ସୂଚନା ଦେଇଛନ୍ତି। ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଯଦି ନିର୍ବାଚନ ଜିତେ, ତେବେ ୫ ବର୍ଷରେ ଦିଲ୍ଲୀକୁ ସ୍ବଚ୍ଛ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେଜ୍‌ରିଓ୍ବାଲ ଗୁରୁବାର ଗାଜିଆବାଦ ଗାଜିପୁରର ଆବର୍ଜନା ପକାଯାଉଥିବା ସ୍ଥାନକୁ ଯାଇଥିଲେ। ସେଠାରେ ଭାଜପା ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Share