Posted inVideo

Will govt extend 21-day lockdown? କଣ ଏପ୍ରିଲ ୧୪ ପରେ ଆହୁରି ବଢିବ ଲକଡାଉନ୍ ଅବଧି

Featured Video Play Icon

କରୋନା ଭଳି ମାରାତ୍ମକ ଭୂତାଣୁ କୁ ପ୍ରତିହତ କରିବା ଲାଗି ସରକାର ସାରା ଦେଶକୁ ୨୧ ଦିନ ଲାଗି ଲକଡାଉନ ଘୋଷଣା କରଛନ୍ତି। ଏହାପରେ ଦିଲ୍ଲୀଠୁ ପଲ୍ଲୀ ରାସ୍ତାଘାଟ ଶୁନଶାନ୍ ଓ ଜନଶୂନ୍ୟ। ଏହାଭିତରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କଣ ୨୧ ଦିନ ପରେ ଏହି ଲକଡାଉନର ଅବଧି ଆହୁରି ବଢିବ। ଯାହାକୁ ନେଇ କ୍ୟାବିନେଟ୍ ସଚିବ ରାଜିବ୍ ଗାବା ଆଶ୍ଚର୍ଯ୍ୟ ହେବା ସହିତ ସ୍ପଷ୍ଟ କରିଛନ୍ତି କି ଲକଡାଉନ ବୃଦ୍ଧି କରିବା ନେଇ ଏବେ କେନ୍ଦ୍ର ସରକାରଙ୍କ ପାଖରେ ସେମିତି କୌଣସି ଯୋଜନା ନାହିଁ।

 

The government Monday said there was no plan to extend the 21-day lockdown. The Press Information Bureau (PIB) of the Ministry of Information and Broadcasting tweeted, saying Cabinet Secretary Rajiv Gauba has denied media reports claiming that the government will extend the lockdown. “There are rumours & media reports, claiming that the Government will extend the Lockdown when it expires. The Cabinet Secretary has denied these reports, and stated that they are baseless,” it said.


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ଖାଲି ପେଟରେ କାହିଁକି ଖାଆନ୍ତି ଗ୍ୟାସ ବଟିକା?

ଅଧିକ ଖାଇ ଦେଲେ ଗ୍ୟାସ ହୁଏ , କିଛି ନ ଖାଇଲେ ବି ଗ୍ୟାସ ହୁଏ କାହିଁକି ? ଶୁଣନ୍ତୁ ଏନେଇ କଣ କହୁଛନ୍ତି ଡାକ୍ତର।

Featured Video Play Icon

ଟଙ୍କା କଟିବ କିନ୍ତୁ ATMରୁ ବହାରିବନି ଟଙ୍କା !

ଆପଣଙ୍କ ଆକାଉଣ୍ଟରେ ଯେତେ ଟଙ୍କା ଥିଲେ ବି ଏଟିଏମରୁ ବାହାରିବ ନାହିଁ ଟଙ୍କା। ଗୋଟିଏ ଥର ବିଫଳ ହେଇ ଆଉ ଥରେ ଚେଷ୍ଟା କଲେ ଟଙ୍କା...

Featured Video Play Icon

ଗଡ଼ର ରକ୍ଷାକର୍ତ୍ତୀ ବୋଲି ଗଡ଼ଚଣ୍ଡି

କଟକର ଆରାଧ୍ୟା ଦେବୀ ହେଉଛନ୍ତି ମା କଟକ ଚଣ୍ଡୀ ଠିକ୍ ଏହାର କିଛି ଦୂର ରେ ଅବସ୍ଥିତ ବାରବାଟି ଦୁର୍ଗ ଏବଂ ଏହାରି ଭିତରେ ମାଆ...

Featured Video Play Icon

ଚକଖଡିରେ ମତଦାନ ପାଇଁ ନିବେଦନ

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଏକକାଳୀନ ଲୋକସଭା ଓ ବିଧାନସଭା ପାଇଁ ମେ ୨୦ ରେ ମତଦାନ ହେବ। ନିର୍ବାଚନର ଏହି ମହାପର୍ବରେ ସାମିଲ ହେବା...

Featured Video Play Icon

ମୁଖ୍ୟମନ୍ତ୍ରୀ ନିଜ ପାଇଁ କିଛି କରି ନାହାଁନ୍ତି ଆମ ପାଇଁ ସବୁ କରିଛନ୍ତି

ଭୁବନେଶ୍ୱର,୧୬ା୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଏକ ବିଶାଳ ରୋଡ୍‌ ଶୋ’ କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ବିଭିନ୍ନ ସ୍ଥାନରେ ଉପସ୍ଥିତ ଜନତା ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri