Categories: Video

Will govt extend 21-day lockdown? କଣ ଏପ୍ରିଲ ୧୪ ପରେ ଆହୁରି ବଢିବ ଲକଡାଉନ୍ ଅବଧି

କରୋନା ଭଳି ମାରାତ୍ମକ ଭୂତାଣୁ କୁ ପ୍ରତିହତ କରିବା ଲାଗି ସରକାର ସାରା ଦେଶକୁ ୨୧ ଦିନ ଲାଗି ଲକଡାଉନ ଘୋଷଣା କରଛନ୍ତି। ଏହାପରେ ଦିଲ୍ଲୀଠୁ ପଲ୍ଲୀ ରାସ୍ତାଘାଟ ଶୁନଶାନ୍ ଓ ଜନଶୂନ୍ୟ। ଏହାଭିତରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କଣ ୨୧ ଦିନ ପରେ ଏହି ଲକଡାଉନର ଅବଧି ଆହୁରି ବଢିବ। ଯାହାକୁ ନେଇ କ୍ୟାବିନେଟ୍ ସଚିବ ରାଜିବ୍ ଗାବା ଆଶ୍ଚର୍ଯ୍ୟ ହେବା ସହିତ ସ୍ପଷ୍ଟ କରିଛନ୍ତି କି ଲକଡାଉନ ବୃଦ୍ଧି କରିବା ନେଇ ଏବେ କେନ୍ଦ୍ର ସରକାରଙ୍କ ପାଖରେ ସେମିତି କୌଣସି ଯୋଜନା ନାହିଁ।

 

The government Monday said there was no plan to extend the 21-day lockdown. The Press Information Bureau (PIB) of the Ministry of Information and Broadcasting tweeted, saying Cabinet Secretary Rajiv Gauba has denied media reports claiming that the government will extend the lockdown. “There are rumours & media reports, claiming that the Government will extend the Lockdown when it expires. The Cabinet Secretary has denied these reports, and stated that they are baseless,” it said.