Categories: ଜାତୀୟ

ଯୋଗୀଙ୍କୁ ଚାଷୀଙ୍କ ଚ୍ୟାଲେଞ୍ଜ

ଲକ୍ଷ୍ନୌ,୨୭।୭: ଚାଷୀ ଆନ୍ଦୋଳନର ପରବର୍ତ୍ତୀ ମୁଖ୍ୟ ଲକ୍ଷ୍ୟସ୍ଥଳ ଉତ୍ତରପ୍ରଦେଶ ହେବ ବୋଲି ଭାରତୀୟ କିଷାନ ୟୁନିୟନର ଜାତୀୟ ମୁଖପାତ୍ର ରାକେଶ ଟିକାଏତ୍‌ କହିଛନ୍ତି। ୩ କୃଷି ଆଇନ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ସେପ୍ଟେମ୍ବର ୫ରେ ମୁଜାଫରନଗରରେ ବିଶାଳ କିଷାନ ପଞ୍ଚାୟତ ହେବ ବୋଲି ଏକ ଖବରଦାତା ସମ୍ମିଳନୀରେ ଟିକାଏତ୍‌ କହିଛନ୍ତି।

Share