Categories: ଖେଳ

ଅଷ୍ଟ୍ରେଲିଆ ପାଇଁ ବିଜୟ ଲକ୍ଷ୍ୟ ୨୯୨…

ମୁମ୍ବାଇ,୭।୧୦: ମହାରାଷ୍ଟ୍ରର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ବିଶ୍ୱକପ ୨୦୨୩ର ୩୯ତମ ମ୍ୟାଚ ଆଫଗାନିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି।
ଆଫଗାନିସ୍ତାନ ଅଧିନାୟକ ହାସମତୁଲା ଶାହିଦି ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଧିନାୟକ ପାଟ୍‌ କ୍ୟୁମିନ୍ସଙ୍କ ନେତୃତ୍ୱରେ ଟିମ୍‌ ଅଷ୍ଟ୍ରେଲିଆ ବୋଲିଂ ଆରମ୍ଭ କରିଛି।

ଆଫଗାନିସ୍ତାନ ୫୦ ଓଭରରେ ୫ ଓ୍ବିକେଟ ହରାଇ ୨୯୧ ରନ କରିଛି। ଫଳରେ ଅଷ୍ଟ୍ରେଲିଆ ପାଇଁ ବିଜୟ ଲକ୍ଷ୍ୟ ୨୯୨ ରନ ରହିଛି।

Share