ବର୍ତ୍ତମାନ ସମୟରେ ବଡ଼ ପେଟ ଏମକ ମୁଖ୍ୟ ସମସ୍ୟା। ଅଧୁନୀକ ଜୀବନଶୈଳୀ ହେଉ କିମ୍ବା ଗୋଟିଏ ଜାଗାରେ ବେଶି ସମୟ ବସି କାମ କରିବା ଫଳରେ ଅଧିକାଂଶ ଲୋକଙ୍କଠାରେ ଏହି ସମସ୍ୟା ଦେଖାଯାଇଥାଏ। ଯଦି ଏହି ସମସ୍ୟା ଆପଣଙ୍କଠାରେ ଦେଖାଯାଉଛି ତେବେ ଘରୋଇ ଉପାୟରେ ଏହାର ସମାଧାନ କରନ୍ତୁ।
ପେଟ କମ୍ କରିବାରେ କାକୁଡି ଓ ଲେମ୍ବୁ ପାଣିର ଭୂମିକା ଗୁରୁତ୍ୱପୂର୍ଣ୍ଣ। କାକୁଡି ଖାଇବା ଫଳରେ ଶରୀରରେ ଚର୍ବି ଅଂଶ କମ୍ ହୋଇଥାଏ। ସେହିପରି ଲେମ୍ବୁ ପେଟର ଚର୍ବି ଅଂଶକୁ କମ୍ କରିଥାଏ। ସେ ଲାଗି ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ୍ କାକୁଡି ଜୁସ ପିଇବା ଫଳରେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।
ଜୁସ ପ୍ରସ୍ତୁତୀ ପାଇଁ ସାମଗ୍ରୀ:
୨ ଟି କାକୁଡି’
୨ ଚାମମ ଲେମ୍ବୁ ରସ
ଛୋଟ ଅଦା ଖଣ୍ଡ
ଅଳ୍ପ ଜିରା ପାଉଡର