Categories: ଖେଳ

ଦେଶ ପାଇଁ ସ୍ବର୍ଣ୍ଣ ଜିତିଲେ ନିଖତ

ନୂଆଦିଲ୍ଲୀ,୨୬।୩: ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନଶିପରେ ଦେଶ ତୃତୀୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି ନିଖତ ଜରିନ। ୪୮-୫୦ କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହା ପୂର୍ବରୁ ନୀତୁ ଘାଙ୍ଗସ ୪୫-୪୮ କିଲୋଗ୍ରାମରେ ଏବଂ ସାଓ୍ବିଟି ବୁରା ୭୫-୮୧ କିଲୋଗ୍ରାମରେ ଜିତିଥିଲେ। ବର୍ତ୍ତମାନ ଲଭଲିନା ବୋର୍ଗୋହେନ ମଧ୍ୟ ତାଙ୍କର ଅନ୍ତିମ ମ୍ୟାଚ ଜିତି ଦେଶ ପାଇଁ ଆଉ ଏକ ସ୍ବର୍ଣ୍ଣ ପଦକ ଜିତିପାରିବେ।

Share