ଓଡ଼ିଶାରେ ଟିକା ନିର୍ମାଣ କାର୍ଯ୍ୟ ପାଇଁ ଯୋରଦାର କାର୍ଯ୍ୟ ଚାଲିଛି । ପାଖାପାଖି ୨୫୦ ରୁ ଅଧିକ ଶ୍ରମିକ ଏଠାରେ କାର୍ଯ୍ୟରେ ଲିପ୍ତ ରହିଛନ୍ତି । ଲକ୍ଷ୍ୟ ରହିଛି ଆସନ୍ତା ବର୍ଷ ଜୁନ ସୁଦ୍ଧା କାର୍ଯ୍ୟ ସାରିବାକୁ । ଏହି ସ୍ଥାନରେ ଏକ ଟିକା ୟୁନିଟ୍ ସ୍ଥାପନ କରିବା ପାଇଁ ଭାରତ ବାୟୋଟେକ୍ ଇଣ୍ଟରନ୍ୟାସନାଲ୍ ଲିମିଟେଡ୍ ୭ ବର୍ଷ ତଳେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ କରିଥିଲେ