ଭାରତ-ଚୀନ ସୀମା ବିବାଦର ପରୋକ୍ଷ ପ୍ରଭାବ ପ୍ରକଳ୍ପ ଉପରେ ପଡିଥିବା କୁହାଯାଉଛି । ବୈଷୟିକ କାରଣରୁ ତାଳଚେର ସାର କାରଖାନା ଓ କୋଇଲା ବାଷ୍ପୀକରଣ କାମକୁ ବନ୍ଦ କରିଦିଆଯାଇଛି ।