Posted inଫୁରସତ

ଏହି ଦେଶରେ ରହିଛି ବିଶ୍ୱର ସବୁଠୁ ବଡ଼ ଡ୍ୟାମ୍‌

ବିଶ୍ୱରେ ଅନେକ ଡ୍ୟାମ ନିର୍ମାଣ କରାଯାଇଛି। ସେଥିମଧ୍ୟରୁ କିଛି ବଡ଼ ତ ଆଉ କିଛି ବହୁତ ଲମ୍ବା ଡ୍ୟାମ୍‌ ରହିଛି। କିନ୍ତୁ ଦୁନିଆର ସବୁଠୁ ବଡ ବନ୍ଧ ବିଷୟରେ ଜାଣିଛନ୍ତି କି? ବିଶ୍ୱର ବୃହତ୍ତମ ଡ୍ୟାମ ଚାଇନାରେ ଅଛି, ଯାହାର ନାମ ‘ଥ୍ରୀ ଗୋର୍ଜେସ ଡ୍ୟାମ’। ଇଣ୍ଟରନ୍ୟାଶନାଲ୍‌ ଓ୍ବାଟର୍‌ ପାଓ୍ବାର ଏବଂ ଡ୍ୟାମ କନଷ୍ଟ୍ରକସନ୍‌ ପତ୍ରିକା ଅନୁଯାୟୀ, ୨.୩ କିଲୋମିଟର ଲମ୍ବ, ୧୧୫ ମିଟର ଚଉଡା ଏବଂ ୧୮୫ ମିଟର ଉଚ୍ଚତା ବିଶିଷ୍ଟ ଏହି ଡ୍ୟାମ ହେଉଛି ବିଶ୍ୱର ବୃହତ୍ତମ ଜଳ ବିଦ୍ୟୁତ ବନ୍ଧ। ଚାଇନାର ହୁବେଇ ପ୍ରଦେଶର ୟାଙ୍ଗଜୀ ନଦୀ ଉପରେ ଏହି ବନ୍ଧ ନିର୍ମାଣ କରାଯାଇଛି। ୟାଙ୍ଗ୍‌ଜୀ ନଦୀ ପୃଥିବୀର ତୃତୀୟ ଦୀର୍ଘତମ ନଦୀ ଭାବରେ ପରିଗଣିତ ଏବଂ ଏହାର ଲମ୍ବ ୬ ହଜାର କିଲୋମିଟରରୁ ଅଧିକ। ଏହି ବିଶାଳ ବନ୍ଧ ର୍ନିମାଣ ପାଇଁ ୨.୪ ଲକ୍ଷ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଉଛି। ଏହାକୁ ତିଆରି କରିବା ପାଇଁ ୧୮ ବର୍ଷ ସମୟ ଲାଗିଥିଲା। ଏହାର ନିର୍ମାଣ ୧୯୯୪ ମସିହାରେ ଆରମ୍ଭ ହୋଇଥିଲା ଏବଂ ଏହା ୨୦୧୨ରେ ଶେଷ ହୋଇଥିଲା।
କୁହାଯାଏ ଯେ ‘ଥ୍ରୀ ଗୋର୍ଜେସ ଡ୍ୟାମ’ ତିଆରିରେ ୪ ଲକ୍ଷ ୬୩ ହଜାର ଟନ ଷ୍ଟିଲ ବ୍ୟବହାର କରାଯାଇଛି। ଚାଇନାର ଏହି ଡ୍ୟାମ ଆମେରିକାର ହ୍ୟୁଭର ଡ୍ୟାମ ଅପେକ୍ଷା ୧୧ ଗୁଣ ଅଧିକ ବିଦ୍ୟୁତ ଉତ୍ପାଦନ କରିପାରିବ। ଏକ ଆକଳନ ଅନୁଯାୟୀ, ଏହାର ୨୨,୪୦୦ ମେଗାୱାଟ ଶକ୍ତି ଉତ୍ପାଦନ କରିବାର କ୍ଷମତା ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଖିରେ କପଡ଼ା ବାନ୍ଧି ସ୍ପିଡ୍‌ ଟାଇପିଂ

ଭୋପାଳ: ଭାରତରେ ପିଲା ହୁଅନ୍ତୁ ଅବା ଯୁବକ, ସମସ୍ତଙ୍କଠାରେ କିଛି ନା କିଛି ପ୍ରତିଭା ରହିଥାଏ। ମଧ୍ୟପ୍ରଦେଶର ରେୱା ଜିଲା ନିବାସୀ ବିକାଶ ତ୍ରିପାଠୀ(୩୦)ଙ୍କର ଏପରି ଏକ...

କେମିତି ହୋଇଥିଲା ସାଣ୍ଟା କ୍ଲଜଙ୍କର ମୃତ୍ୟୁ? ଏହିଠି ପୋତାଯାଇଛି ସମାଧୀ, ଜାଣନ୍ତୁ ତାଙ୍କ ମୃତ୍ୟୁ ରହସ୍ୟ

ନୂଆଦିଲ୍ଲୀ,୨୪।୧୨: ଡିସେମ୍ବର ୨୫ ଅର୍ଥାତ୍‌ ଆସନ୍ତାକାଲି ସାରା ଭାରତରେ ଧୁମଧାମରେ ଖ୍ରୀଷ୍ଟମାସ ପାଳନ କରାଯିବ। କେବଳ ଖ୍ରୀଷ୍ଟିଆନ ଧର୍ମର ଲୋକ ନୁହଁନ୍ତି, ବିଶ୍ୱର ଅନ୍ୟ ଧର୍ମର...

କୋଣାର୍କଠାରେ ନିର୍ମିତ ହୋଇଥିଲା ମହାଶ୍ରମଙ୍କ ବିଜୟୀ-ବିଗ୍ରହ

ଆମେ ଗତସଂଖ୍ୟାରେ ସୂଚନା ଦେଇଥିଲୁ ୧୨୫୫ ମସିହାରେ ପଗଡ଼ି ସଦୃଶ ବାରଟି ମୁକୁଟ ଲାଙ୍ଗୁଳା ନରସିଂହଙ୍କ ଆଦେଶରେ ଶ୍ରୀପୁରୁଷୋତ୍ତମ କୋଷାଗାରକୁ ଅର୍ଥାତ୍‌ ଶ୍ରୀମନ୍ଦିର ଭଣ୍ଡାରକୁ ପଠାଯାଇଥିଲା।...

୫ ହଜାର କୋଟିର ବିବାହ! କିଏ ସେହି ଲୌରେନ ସାଞ୍ଚେଜ? ଯିଏ ହେବେ Jeff Bezosଙ୍କ ସହଧର୍ମିଣୀ

ମେକ୍ସିକୋ ସିଟି,୨୩।୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ ଖୁବ ଶୀଘ୍ର ତାଙ୍କ ପ୍ରେମିକା ଲୌରେନ ସାଞ୍ଚେଜଙ୍କ ସହ ବିବାହ...

ଲୋକଙ୍କ ଭାବନା ଜାଣିପାରିବ ରୋବୋ

ଟୋକିଓ, ୨୩।୧୨: ଭବିଷ୍ୟତରେ ରୋବୋମାନେ କେବଳ ମଣିଷର ଚର୍ମକୁ ସ୍ପର୍ଶ କରି ସେମାନଙ୍କ ଭାବାବେଗ ଜାଣିବାକୁ ସକ୍ଷମ ହେବେ। ‘ଆଇଇଇଇ ଆକ୍ସେସ୍‌’ ଜର୍ନାଲରେ ଏନେଇ ଏକ...

୨୧ ହଜାର ଟଙ୍କାରେ ବିକ୍ରି ହେଲା ଅଣ୍ଡା

ଲଣ୍ଡନ: ସାଧାରଣତଃ ଭାରତରେ ଗୋଟିଏ ଅଣ୍ଡା ୮ରୁ ୧୨ ଟଙ୍କା ମଧ୍ୟରେ ବିକ୍ରି ହୋଇଥାଏ। ତେବେ ନିକଟରେ ବ୍ରିଟେନ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୋଟିଏ ଅଣ୍ଡା ୨୦୦...

୮ ଲକ୍ଷ ଖର୍ଚ୍ଚ କରିବା ସତ୍ତ୍ୱେ ବିଫଳ, ଶେଷରେ ୟୁଟ୍ୟୁବ୍‌ ଛାଡ଼ିଲେ ଫୁଡ୍‌ ବ୍ଲଗର

ନୂଆଦିଲ୍ଲୀ: ସମ୍ପ୍ରତି ୟୁଟ୍ୟୁବ୍‌ ରୋଜଗାରର ଏକ ମାଧ୍ୟମ ପାଲଟିଯାଇଛି। ସେଥିପାଇଁ ଅଧିକାଂଶ ଯୁବପିଢ଼ିଙ୍କ ମଧ୍ୟରେ ୟୁଟ୍ୟୁବର ହେବା ପାଇଁ କ୍ରେଜ୍‌ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ...

ଖ୍ରୀଷ୍ଟମାସ ପୂର୍ବଦିନ ପୃଥିବୀରେ ହେବ ତାଣ୍ଡବ! ମାଡିଆସୁଛି ୧୨୦ ଫୁଟ୍‌ର ଆଷ୍ଟ୍ରୋଏଡ

ନୂଆଦିଲ୍ଲୀ,୨୦୧୨: ଖ୍ରୀଷ୍ଟମାସ ପୂର୍ବରୁ ଅର୍ଥାତ ଡିସେମ୍ବର ୨୪ରେ, ମହାକାଶରେ ବିରଳ ଘଟଣା ଘଟିବାକୁ ଯାଉଛି। ବୈଜ୍ଞାନିକଙ୍କ ଅନୁଯାୟୀ, ୧୨୦ ଫୁଟ ଲମ୍ବର ଆଷ୍ଟ୍ରୋଏଡ ପୃଥିବୀ ଆଡକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri