Categories: ଖେଳ

ଡବ୍ଲୁପିଏଲ୍‌ ଫାଇନାଲ୍‌: ଟସ୍‌ ଜିତିଲା ମୁମ୍ବାଇ

ନୂଆଦିଲ୍ଲୀ,୨୬।୩: ମହିଳା ପ୍ରିମିୟର ଲିଗର ପ୍ରଥମ ସିଜିନର ଆଜି ଫାଇନାଲ ଖେଳାଯାଉଛି। ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମରେ ମୁକାବିଲା ହେଉଛି। ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ମେଗ ଲାନିଙ୍ଗ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁମ୍ବାଇ ଦଳରେ କୌଣସି ପରିବର୍ତ୍ତନ କରିନାହିଁ। ମିନ୍ନୁ ମଣି ଦିଲ୍ଲୀ ଦଳକୁ ଫେରିଛନ୍ତି। ପୁନମ ଯାଦବଙ୍କୁ ବାଦ୍‌ ଦିଆଯାଇଛି।

Share