ଅଧିକ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି ତେବେ ଏକ୍ସରେ କରନ୍ତୁ ଏପରି…କହିଲେ ଏଲନ ମସ୍କ

ଓ୍ବାଶିଂଟନ୍‌,୨୨।୮: ସାମ୍ବାଦିକଙ୍କୁ ଏକ ଭଲ ଅଫର ଦେଇଛନ୍ତି ଏକ୍ସ(ପୂର୍ବ ଟ୍ବିଟର) ସିଇଓ ଏଲନ ମସ୍କ। ଏକ୍ସରେ ସିଧାସଳଖ ଭାବେ ସେମାନଙ୍କ ଲେଖା କିମ୍ବା ଆର୍ଟିକିଲ ପ୍ରକାଶ କରିବାକୁ ସେ ସାମ୍ବାଦିକମାନଙ୍କୁ କହିଛନ୍ତି। ମସ୍କ ଟ୍ବିଟକ କରି କହିଛନ୍ତି, ସାମ୍ବାଦିକମାନେ ଯଦି ଚାହିଁବେ ଏକ୍ସରେ ସିଧାସଳଖ ନିଜ ଲେଖା ପ୍ରକାଶ କରନ୍ତୁ। ଏଥିପାଇଁ ଆପଣଙ୍କୁ ଅଧିକ ଅର୍ଥ ଦିଆଯିବା ସହ ଲେଖିବା ପାଇଁ ଅଧିକ ସ୍ବାଧୀନତା ମଧ୍ୟ ମିଳିବ।

Share