Categories: ଜାତୀୟ

ଆଇସୋଲେଶନରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ

ଲକ୍ଷ୍ନୌ, ୧୩ା୪- କାର୍ଯ୍ୟାଳୟର କିଛି ଅଧିକାରୀଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଉତ୍ତର ପ୍ରଦେଶ (ୟୁପି) ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଆଇସୋଲେଶନରେ ଅଛନ୍ତି।

ମୋ କାର୍ଯ୍ୟାଳୟର କିଛି ଅଧିକାରୀ କୋଭିଡ୍‌-୧୯ରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ କିଛି ମୋ ସଂସ୍ପର୍ଶ ଥିଲେ। ଏଣୁ ମୁଁ ନିଜକୁ ଅନ୍ୟମାନଙ୍କ ଠାରୁ ଅଲଗା ରଖିଛି ଓ ଭର୍ଚୁଆଲରେ କାର୍ଯ୍ୟ ଆରମ୍ଭ କରି ଦେଇଛି ବୋଲି ଯୋଗୀ ଆଦିତ୍ୟନାଥ ଟୁଇଟ୍‌ କରି ଜଣାଇଛନ୍ତି।

Share