Posted inଫୁରସତ

ମହାଭାରତ ସମୟରେ ଭୀଷ୍ମ ପିତାମହ ଓ ଶ୍ରୀକୃଷ୍ଣଙ୍କୁ କେତେ ବୟସ ହୋଇଥିଲା, ଜାଣିଲେ ତାଜୁବ ହେବେ…

ନୂଆଦିଲ୍ଲୀ,୨୯।୮: ଆଜିକାର ସମୟରେ ମଣିଷ ଜୀବନର ହାରାହାରି ବୟସ ୭୦-୮୦ବର୍ଷ ଯାଏଁ ରହୁଛି। ତେବେ ଅନେକଙ୍କ କ୍ଷେତ୍ରରେ ଅର୍ଥାତ୍‌ ଏବେ ଜଣେ ସୁସ୍ଥ ମଣିଷ ୧୦୦-୧୨୫ବୟସ ଯାଏଁ ବି ବଞ୍ଚୁଛନ୍ତି। କେବେ ଆପଣ ଚିନ୍ତା କରିଛନ୍ତି ୧୦୦୦ବର୍ଷ ପୂର୍ବରୁ ହୋଇଥିବା ମହାଭାରତ ସମୟରେ ଭୀଷ୍ମ ପିତାମହ ଓ ଶ୍ରୀକୃଷ୍ଣଙ୍କୁ ବୟସ କେତେ ହୋଇଥିଲା।

ମହାଭାରତ ସମୟରେ ଭୀଷ୍ମ ପିତାମୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ଅସଳ ନାଁ ଦେବବ୍ରତ ଥିଲା। କିନ୍ତୁ ସେ ଭୀଷ୍ମ ପିତାମହ ଭାବେ ଜଣାଶୁଣା। କୁହାଯାଏ କି, ଭୀଷ୍ମଙ୍କୁ ଯେତେବେଳେ ମାତ୍ର ୨୨ବର୍ଷ ହୋଇଥିଲା ସେତେବେଳେ ତାଙ୍କ ବାପା ଶାନ୍ତୁନୁ ଦ୍ୱିତୀୟ ବିବାହ କରିଥିଲେ। ରିପୋର୍ଟ ଅନୁସାରେ, ୧୮ଦିନ ଧରି ଚାଲିଥିବା ମହାଭାରତ ଯୁଦ୍ଧ ସମୟରେ ଭୀଷ୍ମଙ୍କୁ ୧୭୦ବୟସ ହୋଇଥିଲା। ଏହି ଲମ୍ବାଆୟୁଷ ଯୋଗୁ ସେ କଠୋର ବହ୍ମଚର୍ଯ୍ୟରେ ରହିଥିଲେ। ଯୁଦ୍ଧର ଅନ୍ତିମ ଚରଣରେ ସେ ମୃତ୍ୟୁଶଯ୍ୟାରେ ନିଜ ଶରୀର ତ୍ୟାଗ କରିଥିଲେ।

ମହାଭାରତର ଅନ୍ୟ ଏକ ଚରିତ ଶ୍ରୀକୃଷ୍ଣ। କୁହାଯାଏ କି, ମହାଭାରତ ଯୁଦ୍ଧ ସମୟରେ କୃଷ୍ଣଙ୍କୁ ୫୬ବର୍ଷ ହୋଇଥିଲା। ତେବେ ତାଙ୍କର ମୃତ୍ୟୁ ୧୧୯ବର୍ଷ ବୟସରେ ହୋଇଥିଲା। ଏହି ସମୟରେ ଅର୍ଜୁନଙ୍କ ବୟସ ୫୫ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ’ଣ ସତରେ ମଣିଷଙ୍କୁ ପଥର କରିଦେବେ ଏଲିଅନ? ଆମେରିକା ଗୁଇନ୍ଦା ଏଜେନ୍ସିର ରିପୋର୍ଟ ଲିକ୍‌

ଆମ ଦୁନିଆ ବ୍ୟତୀତ ଆହୁରି ଅନେକ ଦୁନିଆ ଥାଇପାରେ। ଯାହା ପୂର୍ବରୁ ଅନେକ ଥର ଶୁଣିଛୁ ଏବଂ ଅନେକ ହଲିଉଡ ଚଳଚ୍ଚିତ୍ରରେ ମଧ୍ୟ ଦେଖିଛୁ। ଅନେକ...

ପୁଣି ଆହତ ହେଲେ CSK ଅଧିନାୟକ ଧୋନୀ! ଚିନ୍ତା ବଢ଼ାଇଲା ଏହି Video

ନୂଆଦିଲ୍ଲୀ,୧୫।୪: ଚଳିତ ଆଇପିଏଲ୍‌ ସିଜନ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ନୈରାଶ୍ୟଜନକ ପ୍ରଦର୍ଶନ କରିଆସୁଛି। ପ୍ରାରମ୍ଭିକ ୭ ମ୍ୟାଚ୍‌ରୁ ୨ ମ୍ୟାଚ୍‌ ଦଳ ଜିତିଥିବା ବେଳେ ଆଘାତ...

କାଳ ବୈଶାଖୀ : ୩ ଘଣ୍ଟା ପାଇଁ ଏସବୁ ଜିଲାକୁ ସତର୍କ

ଭୁବନେଶ୍ୱର,୧୫।୪: ୧୨ ଜିଲାକୁ କାଳ ବୈଶାଖୀ ନେଇ ବର୍ଷା ସତର୍କତା ଜାରି କରାଯାଇଛି। ଏସବୁ ଜିଲା ଗୁଡ଼ିକ ହେଲା, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ, ମୟୁରଭଞ୍ଜ, କେନ୍ଦୁଝର...

ବିଜୁବାବୁଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାକୁ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ: କହିଲେ, ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର.୧୫।୪: ବଲାଙ୍ଗିର ଜିଲାର ପାଟଣାଗଡ ଠାରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ...

ତାଣ୍ଡବ ରଚିଲା କାଳବୈଶାଖୀ: ଏକାଧିକ ଘର ଛପର ଉଡିଲା

ଦାରିଙ୍ଗବାଡି, ୧୫।୪ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ମଙ୍ଗଳବାର ଅପରାହ୍ନ ରେ ପ୍ରବଳ ଝଡ଼ ତୋଫାନ ସହ ବିଜୁଳି ଏବଂ ଘଡ଼ଘଡ଼ି ସହ ପ୍ରବଳ...

ଏହି ୪ ରାଶିରେ ଜନ୍ମିତ ଯୁବତୀ ଜୀବନସାଥୀଙ୍କ ପାଇଁ ବହୁତ ଲକି; ବିବାହ ପରେ ସ୍ବାମୀଙ୍କ ଭାଗ୍ୟ ଚମକେ

ବିବାହ ପରେ ଅନେକ ଲୋକଙ୍କ ଜୀବନ ବଦଳିଯାଇଥାଏ। କାହାର କ୍ୟାରିୟରରେ ଉନ୍ନତି ପରିଲକ୍ଷିତ ହୋଇଥାଏ ତ କାହାର ବିଗିଡ଼ି ଯାଇଥିବା କାମ ସୁରୁଖୁରୁରେ ହୋଇଯାଏ। ଘରେ...

ଟେନଶନରେ ମାହି, CSK ଜିତିଲା ପରେ ଆଣିଲେ ସାଂଘାତିକ ଅଭିଯୋଗ!

ଲକ୍ଷ୍ନୌ,୧୫।୪: ୧୪ ଏପ୍ରିଲରେ ଚେନ୍ନାଇ ସୁପର କିଙ୍ଗସ, ଲକ୍ଷ୍ନୌ ସୁପରଜିଆଣ୍ଟସକୁ ସେମାନଙ୍କ ଘରୋଇ ଗ୍ରାଉଣ୍ଡରେ ପାଞ୍ଚ ୱିକେଟରେ ପରାସ୍ତ କରିଛି। କ୍ରମାଗତ ପାଞ୍ଚ ଥର ପରାଜୟ...

ଏସବୁ ଖାଦ୍ୟ ଖାଇବା ପରେ ପାଣି ପିଇବା ଆଦୌ ଠିକ୍‌ ନୁହେଁ, ଜାଣନ୍ତୁ…

ଶରୀରକୁ ସୁସ୍ଥ ରଖିବାରେ ପାଣିର ଭୂମିକା ଯଥେଷ୍ଟ ରହିଥାଏ। କୁହାଯାଏ, ଜଣେ ସୁସ୍ଥ ବ୍ୟକ୍ତିଙ୍କୁ ପ୍ରତିଦିନ ୬ରୁ ୧୦ ଗ୍ଲାସ ପାଣି ପିଇବା ନିହାତି ଆବଶ୍ୟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image