![](https://www.dharitri.com/wp-content/uploads/2024/07/ae27ae90-53c5-41b5-8c15-63130d59cafd.jpeg)
ରାଉରକେଲା,୨୬।୭: ସୁନ୍ଦରଗଡ଼ ଜିଲା ରାଉରକେଲା ସହରରେ ଚାଞ୍ଚଲ୍ୟ ଖେଳିଯାଇଛି। ଜଣେ ଯୁବତୀଙ୍କୁ ଗଣବଳାତ୍କାର ହୋଇଥିବା ପ୍ଲାଣ୍ଟ ସାଇଡ୍ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ରେଳ ଷ୍ଟେଶନ ନିକଟ ଏକ ହୋଟେଲ୍ରେ ଏହି ଜଘନ୍ୟକାଣ୍ଡ ଘଟିଥିବା ସୂଚନା ମିଳିଛି। ପୋଲିସ ଏ ନେଇ ଅଧିକ ତଦନ୍ତ ଚଳାଇଛି।