ଏହି ୪ ରାଶିରେ ଜନ୍ମିତ ଯୁବତୀ ଜୀବନସାଥୀଙ୍କ ପାଇଁ ବହୁତ ଲକି; ବିବାହ ପରେ ସ୍ବାମୀଙ୍କ ଭାଗ୍ୟ ଚମକେ

ବିବାହ ପରେ ଅନେକ ଲୋକଙ୍କ ଜୀବନ ବଦଳିଯାଇଥାଏ। କାହାର କ୍ୟାରିୟରରେ ଉନ୍ନତି ପରିଲକ୍ଷିତ ହୋଇଥାଏ ତ କାହାର ବିଗିଡ଼ି ଯାଇଥିବା କାମ ସୁରୁଖୁରୁରେ ହୋଇଯାଏ। ଘରେ ଧନଧାନ୍ୟରେ ପୂରି ଉଠେ। ସମାଜରେ ମାନ ସମ୍ମାନ ବୃଦ୍ଧି ପାଏ। ଏହାକୁ ନେଇ ଜ୍ୟୋତିଷଶାସ୍ତ୍ରରେ ୪ ରାଶିରେ ଜନ୍ମିତ ନାରୀମାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି, ଯେଉଁମାନେ ଶାଶୁଘର ତଥା ପାର୍ଟନରଙ୍କ ପାଇଁ ବହୁତ ଲକି ସାବ୍ୟସ୍ତ ହୋଇଥାନ୍ତି। ଏହି ଯୁବତୀଙ୍କୁ ବିବାହ କରିବା ପରେ ବ୍ୟକ୍ତିଙ୍କ ଭାଗ୍ୟ ଚମକିଥାଏ। ଆସନ୍ତୁ ଜାଣିବା:-

କର୍କଟ ରାଶି: ଏହି ରାଶିରେ ଜନ୍ମିତ ଯୁବତୀ ସର୍ବଦା ନିଜର ସମ୍ପର୍କରେ ସ୍ଥିରତା ଆଣିବାକୁ ଚେଷ୍ଟା କରିଥାନ୍ତି। ଏମାନେ ଯାହାର ହାତ ଧରନ୍ତି, ପରେ ଛାଡ଼ି ନ ଥାନ୍ତି। ବିବାହ ପରେ ପାର୍ଟନରଙ୍କ ଭାଗ୍ୟ ମଧ୍ୟ ଚମକେ।

କୁମ୍ଭ ରାଶି: ଏହି ରାଶିରେ ଜନ୍ମିତ ଯୁବତୀ ବହୁତ ସାହସୀ, ସଚ୍ଚୋଟ, ଆତ୍ମବିଶ୍ୱାସୀ ଏବଂ ଶକ୍ତିସମ୍ପନ୍ନ ହୋଇଥାନ୍ତି। କଠିନରୁ କଠିନ ପରିସ୍ଥିତିରେ ଏମାନେ ଡରି ଯାଇ ନ ଥାନ୍ତି। ପାର୍ଟନରଙ୍କୁ ଏମାନେ ବହୁତ ଭଲ ପାଇଥାନ୍ତି। ଯେଉଁମାନଙ୍କୁ ଏମାନେ ବିବାହ କରନ୍ତି, ତାଙ୍କର ଭାଗ୍ୟ ବଦଳିଯାଇଥାଏ।

ତୁଳା ରାଶି: ଏହି ରାଶିର ଯୁବତୀ ବହୁତ ବୁଦ୍ଧିମାନ ସାଙ୍ଗକୁ ସମ୍ବେଦନଶୀଳ ହୋଇଥାନ୍ତି। ବିବାହ ପରେ ନିଜ ଜୀବନସାଥୀଙ୍କ ସହ ସବୁବେଳେ ଏମାନେ ରହିଥାନ୍ତି। ଶାଶୁଘରେ ଆସିବା ପରେ ଏମାନେ ସମସ୍ତଙ୍କ ହୃଦୟ ଜିତିଥାନ୍ତି। ସମ୍ପର୍କକୁ କିଭଳି ଠିକ୍‌ ଭାବେ ତୁଲାଇବେ ଏମାନଙ୍କୁ ଭଲ ଭାବେ ଜଣା।

ମୀନ ରାଶି: ଏହି ରାଶିର ଯୁବତୀ ନିଜ ପାର୍ଟନରଙ୍କ ବହୁତ ଯତ୍ନ ନେଇଥାନ୍ତି। ଏମାନେ ସବୁଠୁ ଭଲ ସ୍ତ୍ରୀ ସାବ୍ୟସ୍ତ ହୋଇଥାନ୍ତି। ଏମାନଙ୍କ ସ୍ନେହୀ ସ୍ବଭାବ ସମସ୍ତଙ୍କ ମନ କିଣେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ପଡୋଶୀ ଦେଶମାନଙ୍କରେ ୮୫ ପ୍ରତିଶତ ବଢ଼ିଯିବ କର୍କଟ ଜନିତ ମୃତ୍ୟୁ ସଂଖ୍ୟା: WHO

ନୂଆଦିଲ୍ଲୀ,୩।୨: ଭାରତ ଏବଂ ଏହାର ପଡୋଶୀ ଦେଶ ମାନଙ୍କରେ ୨୦୫୦ ସୁଦ୍ଧା କର୍କଟ ଏବଂ କର୍କଟ ଜନିତ ମୃତ୍ୟୁ ସଂଖ୍ୟା ୮୫ ପ୍ରତିଶତ ବୃଦ୍ଧି ପାଇବ...

ସକାଳ ଜଳଖିଆରେ କ’ଣ ଖାଇବେ କ’ଣ ମନା ଜାଣିରଖନ୍ତୁ…

ବ୍ରେକ୍‌ଫାଷ୍ଟ ବା ସକାଳ ଜଳଖିଆରେ ଅନେକ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏହା ଆମ ଶରୀର ପାଇଁ ବେଶ୍‌ ଉପକାରୀ। ପ୍ରତିଦିନ କେତେବେଳେ ବ୍ରେକ୍‌ଫାଷ୍ଟ କରିବେ...

ହାର୍ଟ ସୁସ୍ଥ ରହିବା ପାଇଁ…

ହୃତ୍‌ପିଣ୍ଡ ବା ହାର୍ଟ ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ। ହାର୍ଟର କାର୍ଯ୍ୟଧାରାରେ ଯଦି ବାଧା ସୃଷ୍ଟି ହୁଏ ତେବେ ତାହା ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ...

ମହାକାଶରେ ଇସ୍ରୋର ମହତ୍ତ୍ୱପୂର୍ଣ୍ଣ ଡକିଙ୍ଗ ପରୀକ୍ଷା

ପ୍ରଶ୍ନ ହେଉଛି, ଇସ୍ରୋର ଅନ୍ତରୀକ୍ଷ ଅଭିଯାନରେ ଏହି ମହାକାଶୀୟ ଡକିଙ୍ଗ ଓ ଅନ୍‌ଡକିଙ୍ଗ ପ୍ରକ୍ରିୟାର ଆବଶ୍ୟକତା କ’ଣ? ଏଠାରେ ଦୁଇଟି ଉଦାହରଣ ଦିଆଯାଇ ପାରେ :...

ସନ୍ତୁଳିତ ଜୀବନଶୈଳୀ ଓ ଦୀର୍ଘାୟୁ ଜୀବନ

ଭାରତୀୟ ପ୍ରାଚୀନ ପରମ୍ପରା, ଐତିହ୍ୟ, ସଂସ୍କୃତି ଅତି ମହାନ୍‌। ଆମର ପୂର୍ବପିଢ଼ି ପାଖାପାଖି ଶହେ ବର୍ଷ ବଞ୍ଚତ୍ ରହୁଥିଲେ। ବୟସର ଛାପ ସେମାନଙ୍କୁ ଡେରିରେ ସ୍ପର୍ଶ...

ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ କରେ ଅଙ୍ଗୁର

ଆପଣ ନିଜ ରୋଗ ପ୍ରତିରୋଧକ ଶକ୍ତିକୁ ନେଇ ଚିନ୍ତିତ କି ? ଯଦି ହଁ, ତେବେ ଏହାକୁ କେତେକାଂଶରେ ଦୃଢ଼ କରିବା ପାଇଁ ନିଜର ଦୈନନ୍ଦିନ...

ଚାଇନାରେ ଛୋଟ ପିଲାଙ୍କୁ ସିଝା ଅଣ୍ଡାରେ କରାଯାଏ…

  ଜେଜେମା’ମାନେ ଶିଶୁଙ୍କୁ ତେଲ ମାଲିସ୍‌ କରୁଥିବା ଆମେ କାହିଁ କେବେଠାରୁ ଦେଖିଆସିଛୁ। ଏହାଦ୍ୱାରା ଶିଶୁଙ୍କ ମାଂସପେଶୀ ଓ ହାଡ ଶକ୍ତ ହୁଏ ବୋଲି ବିଶ୍ୱାସ...

ପନାଚିକ୍କଡ଼ ସରସ୍ବତୀ ମନ୍ଦିର : ଜାଣନ୍ତୁ କ’ଣ ରହିଛି ରହସ୍ୟମୟ କଥା

କେରଳର କୋଟ୍ଟାୟମ୍‌ ଜିଲା ଅନ୍ତର୍ଗତକ ସ୍ଥାନ ହେଉଛି ପନାଚିକ୍କଡ଼। ଏଠାରେ ବିଦ୍ୟାଦାତ୍ରୀ ଦେବୀ ସରସ୍ବତୀଙ୍କୁ ସମର୍ପିତ ଏକ ମନ୍ଦିର ରହିଛି; ଯାହା ପନାଚିକ୍କଡ଼ ସରସ୍ବତୀ ମନ୍ଦିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image