ଶେଷ ହେଲା ୟୁଥ୍‌ କନ୍‌କ୍ଲେଭ୍‌ ତୃତୀୟ ସଂସ୍କରଣ କାର୍ଯ୍ୟକ୍ରମ

ଭୁବନେଶ୍ବର,୨୪।୧୧: ‘ଧରିତ୍ରୀ’ର ୫୦ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ  ଅନୁଷ୍ଠିତ ୟୁଥ୍‌ କନ୍‌କ୍ଲେଭ୍‌ କାର୍ଯ୍ୟକ୍ରମ ଶେଷ ହୋଇଯାଇଛି। ଦ୍ବିତୀୟ ପର୍ଯ୍ୟାୟ ବା ଅପରାହ୍ନରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଭାରତୀୟ ମ୍ୟୁଜିକ୍‌ କମ୍ପୋଜର ରିକି କେଜ୍‌ ତାଙ୍କ ଟିମ୍ ଙ୍କ ଲାଇଭ୍‌ କନସର୍ଟ ଦେଖି ସମସ୍ତ ଦର୍ଶକ ଖୁସିରେ ଝୁମିଥିଲେ। ତାଙ୍କୁ ପରେ ସମ୍ମାନିତ କରାଯାଇ କାର୍ଯ୍ୟକ୍ରମକୁ ଶେଷ କରାଯାଇଛି।

Share